Daily Archives

June 30, 2024

ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ,ନବରଙ୍ଗପୁର ନନ୍ଦାହାଣ୍ଡିରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି ପୋକରା ଚାଉଳ ।

କନକବ୍ୟୁରୋ:ଦେଖନ୍ତୁ ଏହି ଚାଉଳକୁ । ପୋକ ସାଲୁବାଲୁ । ଅଧାରୁ ଅଧିକ ଚାଉଳରେ ପୋକ ହୋଇ, ତାର ରଂଗ ବଦଳିଯାଇଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏହି ଚାଉଳକୁ ରୋଷେଇ କରି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନବରଂଗପୁର ଜିଲ୍ଲା…

ଭଦ୍ରକ ଚାନ୍ଦବାଲିରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ,ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିିକିତ୍ସା କରାଇଲା…

କନକବ୍ୟୁରୋ: କାମ କରିବେ, ଅର୍ଥ ରୋଜଗାର କରିବା ଆଶାରେ ସେ ଘରୁ ବାହାରକୁ ଆସିଥିଲେ । ହେଲେ କେବେ ଜାଣିନଥିଲେ ଜୀବନରେ ଏତେ ବଡ଼ ଅଘଟଣ ଘଟିଯିବ । ବିଲକାମ କରିବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା । ଭଦ୍ରକ ଚାନ୍ଦବାଲି ଅଂଚଳର ଏହି ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି ।…

ଓଡିଶାବାସୀଙ୍କୁ ଧର୍ମେନ୍ଦ୍ର ଦେଲେ ବିଜୟର ଶ୍ରେୟ: କଳିଙ୍ଗ ଯୁଦ୍ଧ ଲଢିଥିବା ବୀରଙ୍କୁ କଲେ ସମର୍ପଣ

କନକ ବ୍ୟୁରୋ: ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଓଡ଼ିଶାର ବିକାଶର ରୂପରେଖ କଥା କହିଲେ କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆସନ୍ତା ୫ ବର୍ଷରେ ଓଡିଶା ପାଇଁ ଆସିବ ୧ ଲକ୍ଷ କୋଟିର ପ୍ରକଳ୍ପ । ସେହିପରି ଧର୍ମେନ୍ଦ୍ର ଓଡ଼ିଆ ଅସ୍ମିତା ଉପରେ ଜୋର ଦେଇଛନ୍ତି ।…

ସରକାର ବଦଳିଲା: ବଦଳିବ ପୁରୁଣା ଯୋଜନା!

କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ ନୂଆ ସରକାର ହୋଇଛି, ନୂଆ ଆଭିମୁଖ୍ୟ ଓ ନୂଆ ରଣନୀତି ନେଇ ଶାସନ ଚଳାଇବାକୁ ଯୋଜନା ରଖିଛି ବିଜେପି । ଏହି କ୍ରମରେ ପୁରୁଣା ସରକାରର କିଛି ଯୋଜନାର ନା’ ପରିବର୍ତନ କରିବା ଲକ୍ଷ୍ୟ ରଖିଛି ନୂଆ ସରକାର । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।…

ଟ୍ରାଫିକ ନିୟନ୍ତ୍ରଣ କରି ଦୁର୍ଘଟଣା ରୋକୁଥିଲେ, ପରିବାରକୁ ବେସାହାରା କରି ଅଫେରା ଦୁନିଆକୁ ଚାଲିଗଲେ ମାଲକାନଗିରିର…

କନକବ୍ୟୁରୋ: ଟ୍ରାଫିକ ପୋଷ୍ଟରେ ତାଙ୍କୁ ଦେଖିଲେ ଯାତ୍ରୀଙ୍କ ମନରେ ବିଶ୍ୱାସ ଓ ସାହସ ଭରିଯାଏ । ନିଷ୍ଠାପର ଭାବେ ସେ କର୍ତ୍ୟବରେ ଲାଗିଥାନ୍ତି । ହେଲେ ଏବେ ଆଉ ତାଙ୍କୁ ଦେଖିବାର ସୁଯୋଗ ମିଳିବନି । ଟ୍ରାଫିକ୍ ପୁଲିସ୍ କର୍ମଚାରୀ ଭାବେ କେତେ କେତେ ଦୁର୍ଘଟଣାକୁ ରୋକିଥିବା ମଧୁସୂଦନ କିର୍ସାନୀ,…

ରାଜ୍ୟର ନୂଆ ମୁଖ୍ୟ ଶାସନ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା: ଶ୍ରୀମନ୍ଦିର ଯାଇ ପରିକ୍ରମା ପ୍ରକଳ୍ପର କଲେ…

କନକ ବ୍ୟୁରୋ: ଓଡିଶାର ନୂଆ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଆଜି ଓଡିଶା ଫେରିବା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ହସ୍ତାନ୍ତର କରିବା ସହ ପ୍ରଦୀପ ଜେନା ଅବସର ନେଇଛନ୍ତି । ତେବେ ମନୋଜ ଆହୁଜା ଓଡିଆ ହୋଇନଥିବାରୁ ସେ ନେଇ ଆରମ୍ଭ ହୋଇଯାଇଛି, ବିତର୍କ । ବିଜେଡି ସମାଲୋଚନା କରୁଛି ।…