Daily Archives

June 28, 2024

ଥମୁନି ଦାଦନର ଦୁଃଖ କାହାଣୀ: କଳାହାଣ୍ଡି ଜୟପାଟଣାରେ ପୁଣି ଦାଦନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

କନକ ବ୍ୟୁରୋ: ଥମୁନି ଦାଦନ ଦୁଃଖ । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢୁଛି ଦାଦନଙ୍କ ଦୁଃଖ କାହାଣୀ । ପେଟ ପାଟଣା ପାଇଁ ବହୁ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ଏବେ ପୁଣି ୨ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । କାଦୋଗୁଡାର ଜଣେ ଦାଦନଙ୍କ ମୃତ୍ୟୁ…

ବିବାଦ ଯୋଗୁଁ ରାଜନଗର ଜଗନ୍ନାଥ ମନ୍ଦିରରେ ପଡିଛି ତାଲା । ୧୮ ବର୍ଷ ହେଲା ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନଗର କେରେଡାଗଡ ଶ୍ରୀଜଗନ୍ନାଥ ମନ୍ଦିର । ୧୮ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରୁନାହାନ୍ତି ଭକ୍ତମାନେ । ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଯୋଗୁ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କୁ ଦେଖିପାରୁନାହାନ୍ତି ଭକ୍ତମାନେ । ମନ୍ଦିର ଗେଟରେ ତାଲା ଝୁଲଥିବା…

ନଦୀ ବନ୍ଧ ପାଇଁ ବଢୁଛି ଚିନ୍ତା: ମରାମତି ଅଭାବରୁ ଦବିଲାଣି ବନ୍ଧ, ସଂଯୋଗ ରାସ୍ତା ବି ଫାଟି ଆଁ କରିଛି

କନକ ବ୍ୟୁରୋ: ଅସୁରକ୍ଷିତ ନଦୀ ବନ୍ଧ ଯୋଗୁ ବଢୁଛି ଚିନ୍ତା । ଚିନ୍ତାରେ ପଡିଛନ୍ତି କଣାସ ଅଂଚଳର ୯ଟି ପଂଚାୟତର ଲୋକମାନେ। ନଦୀ ବନ୍ଧ ରାସ୍ତା ଫାଟି ଯିବା ଆସିବାରେ ଅନେକ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ସେପଟେ କଂକ୍ରିଟ ଉପରେ ପିଚୁରେ ପ୍ୟାଚ୍ ପକାଇ ଲୁଚାଇବାକୁ ଜଳସମ୍ପଦ ବିଭାଗ ପକ୍ଷରୁ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଜଗତସିଂହପୁର ବିଭିନ୍ନ ଚିକିତ୍ସାଳୟରେ ନାହାନ୍ତି ଆବଶ୍ୟକ ଡାକ୍ତର କି କର୍ମଚାରୀ

କନକ ବ୍ୟୁରୋ: ନାହିଁ ନାହିଁରେ ଚାଲିଛି ଜଗତସିଂହପୁର ସ୍ୱାସ୍ଥ୍ୟ ସେବା। ସ୍ୱାସ୍ଥ୍ୟକେନ୍ଦ୍ରଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁ କିଛି ଚକାଚକ ଥିବାବେଳେ ଡାକ୍ତର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରି ପକାଇଛି। ଫଳରେ ଉତ୍ତମ…

୨୦୨୨ର ବଦଲା ୨୦୨୪ରେ: ଇଂଲଣ୍ଡଠୁ ବିଜୟ ପରେ କାନ୍ଦି ପକାଇଲେ ରୋହିତ

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଛି । ଭାରତ ୨୦୨୪ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିସାରିଛି । ଇଂଲଣ୍ଡକୁ ୬୮ ରନରେ ଭାରତ ପରାଜିତ କରିବା ପରେ ଫାଇନାଲ ଟିକେଟ ହାତେଇଛି । ତେବେ ଏହି ବିଜୟ ପରେ ଏକ ଭାବବିହ୍ୱଳ ଚିତ୍ର ସାମ୍ନାକୁ ଆସିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା…

ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । 

କନକ ବ୍ୟୁରୋ: ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ମସିହାର ଏହି ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ…