Daily Archives

June 17, 2024

ରାଏବରେଲୀରେ ରହିଲେ ୱାୟନାଡ ଛାଡିଲେ ରାହୁଲ! କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘୋଷଣା

କନକ ବ୍ୟୁରୋ: କଂଗ୍ରେସର ବଡ ଘୋଷଣା । ୱାୟନାଡ ଛାଡିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି ।ଲୋକସଭା ନିର୍ବାଚନରେ ରାହୁଲ ଉଭୟ ରାଏବରେଲୀ ଓ ୱାୟନାଡ ଆସନରେ ବହୁ ଭୋଟ ବ୍ୟବଧାନରେ ଜିତ ହାସଲ କରିଥିଲେ । ତେବେ କେଉଁ ଆସନ ରଖିବେ ଓ…

ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅମିତ ଶାହା, ଆଇବି, ର’ ଅଧିକାରୀ ଉପସ୍ଥିତ

କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ଆକ୍ସନମୋଡରେ କେନ୍ଦ୍ର ସରକାର । ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମଣିପୁର ସୁରକ୍ଷାସ୍ଥିତି ସମ୍ବନ୍ଧରେ ସମୀକ୍ଷା କରାଯାଇଛି । ଆଇବି, ର ଓ ବରିଷ୍ଠ ସୁରକ୍ଷା ଅଧିକାରୀ ବୈଠକରେ ସାମିଲ ହେବା ସହ…

ଶ୍ରୀମନ୍ଦିର ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ । ସ୍ଥିତି ସମୀକ୍ଷା କଲେ ଆଇନ ମନ୍ତ୍ରୀ । ଏପଟେ…

କନକ ବ୍ୟୁରୋ: ନୂଆ ସରକାର ଆସିଲା । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା । କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଯେଉଁଭଳି ଛୁଟିଛି ଆଉ ଏହାକୁ ନେଇ ଦର୍ଶନ ବ୍ୟବସ୍ଥାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ତାହା ଏବେ ସବୁଠି ଚର୍ଚ୍ଚା । କାରଣ ଆଗକୁ ରଥଯାତ୍ରା ରହିଛି । ତେଣୁ ଭିଡ…

ସିଗନାଲ୍ ନ ମାନିବାରୁ ପଶ୍ଚିମବଙ୍ଗ ନ୍ୟୁ-ଜଲପାଇଗୁଡ଼ିରେ ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ…

କନକ ବ୍ୟୁରୋ: ରଙ୍ଗପାଣି ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଷ୍ଟେସନରେ ଛିଡା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଲା ଏକ ମାଲବାହୀ ଟ୍ରେନ୍ । ତେବେ ଟ୍ରେନଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଯାତ୍ରୀବାହୀ ଟ୍ରେନର ପଛ ୩ଟି ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।…

ଆକ୍ସନ ମୋଡରେ ମନ୍ତ୍ରୀ । ବିଭାଗ ବଣ୍ଟନ ପରେ କଲେ ସମୀକ୍ଷା । କେଭି ସିଂହଦେଓ କହିଲେ, ଦୁର୍ନୀତି ବିରୋଧରେ…

କନକ ବ୍ୟୁରୋ: ବିଭାଗ ବଣ୍ଟନ ପରେ ବିଭାଗୀୟ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷିଭବନରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରି ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । କୃଷି ଭବନ ବୁଲି ଦେଖିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ…

ବଦଳିଲା ସରକାର, ବଦଳିଲା ଢ଼ାଞ୍ଚା । ବାବୁରାଜ୍ ଯୁଗ ଶେଷ । ପରିବର୍ତ୍ତନ ହୋଇପାରେ ତୃତୀୟ ମହଲାର କଳେବର

କନକ ବ୍ୟୁରୋ: କୁହାଯାଏ ତୃତୀୟ ମହଲା ପ୍ରଶାସନର କେନ୍ଦ୍ର ବିନ୍ଦୁ । ସବୁକିଛି ନୀତି ନିଷ୍ପତି ନିଆଯାଏ ଏଠାରେ । କିଏ ମନ୍ତ୍ରୀ ହେବେ, କିଏ ପ୍ରଶାସକ ହେବେ, କିଏ ଶାସନଭାର ସମ୍ଭାଳିବ, ତା’ର ନୀତି ନିର୍ଦ୍ଧାରଣ ହୁଏ । ଆଉ ଏହାର ମୁଖ୍ୟ କାର୍ପଟଦାର ଥିଲେ କିଛି ହାତ ଗଣତି ବାବୁ । ଯେଉଁମାନେ…