Daily Archives

May 16, 2024

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ।ଏନବିଡବ୍ଲୁ ଉପରେ ରୋକ ଲଗାଇଲେ ଉଚ୍ଚ ନ୍ୟାୟଳୟ ।

କନକବ୍ୟୁରୋ : କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିିଛି । ଅନୁଭବଙ୍କ ନାରେ ଜାରି ହୋଇଥିବା ଏନବିଡବ୍ଲୁ ବା ଜାମିନ ବୀହିନ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପୁରୀଘାଟ…

ମଇଦାନରେ ତିନି ଦଳର ମୁଖିଆ: ଭୁବନେଶ୍ୱରରେ ନବୀନଙ୍କ ରୋଡ ସୋ, ବରଗଡ ଓ ସୁନ୍ଦରଗଡରେ ଜନସଭା କରି ବର୍ଷିଲେ ଜେପି ନଡ୍ଡା

କନକ ବ୍ୟୁରୋ: ଶୀର୍ଷ ନେତାଙ୍କ ଶକ୍ତି ପ୍ରଦର୍ଶନ । ମୈଦାନରେରେ ଆଜି ୩ ପ୍ରମୁଖ ଦଳର ସଭାପତି ଭିନ୍ନ ଭିନ୍ନ ଢଙ୍ଗାରେ ନଜର ଆସିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିଥିବା ବେଳେ ବିଜେପି ଅଧ୍ୟକ୍ଷ, ଭୁବନେଶ୍ୱରରେ ରୋଡ୍-ସୋ ପରେ ପଦ୍ମପୁର ସୁନ୍ଦରଗଡ଼ରେ…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ଆରମ୍ଭ: ସ୍ୱତନ୍ତ୍ର ବସ ଯୋଗେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ

କନକ ବ୍ୟୁରୋ: ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ସୋ’ । ୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସରେ ପ୍ରଚାର କରୁଛନ୍ତି ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏହି ରୋଡ ଶୋ ୟୁନିଟ୍-୬ ଗଙ୍ଗନଗର ଛକରୁ…

ପ୍ରାକନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା: କହିଲେ, ଗଣତନ୍ତ୍ରରେ ନାହିଁ ହିଂସାର ସ୍ଥାନ

କନକ ବ୍ୟୁରୋ: ରାଜ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଅନେକଙ୍କୁ ବିବ୍ରତ କରିଛି । ରାଜନୀତି ବି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା କରିଛନ୍ତି । କହିଛନ୍ତି , ଗଣତନ୍ତ୍ରରେ ଏଭଳି ହିଂସାର ସ୍ଥାନ ନାହିଁ । ଖଲ୍ଲିକୋଟ ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି…

ରାଜନୈତିକ ହିଂସା: ଖଲ୍ଲିକୋଟରେ ଗଡିଲା ମୁଣ୍ଡ, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ: ଖଲ୍ଲିକୋଟରେ ରାଜନୈତିକ ବିବାଦରେ ଜଣକର ମୁଣ୍ଡ ଗଡିଛି । ପୋଷ୍ଟର ଲଗାଇବାକୁ ନେଇ ବିଜେପି-ବିଜେଡି କର୍ମୀଙ୍କ ହଣାକଟାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ଆଉ ଅଭିଯୁକ୍ତକୁ ଗିରଫ କରାଯିବା ପରେ ତାତିଛନ୍ତି ଲୋକେ । ପୁଲିସ ଉପରକୁ ଢେଲାପଥର ଓ ବୋତଲ ମାଡ ହୋଇଛି ।…

ଆମ ପାଇଁ ଭଲ ଆମ ପାହାଡି ଝରଣା ପାଣି । ପାଇପ୍ ପାଣି ପାଇଁ ଘର ପାଖରେ ଟ୍ୟାପ ବସାଇବାକୁ ନାରାଜ ରାୟଗଡା ଶୁରୁଣି…

କନକବ୍ୟୁରୋ :ପ୍ରକୃତିରୁ ଝରି ଆସୁଥିବା ପାଣି ଭଲ । ପୂର୍ବ ପୁରୁଷରୁ ଏହି ପାଣି ପିଇ ଆସୁଛୁ । ଏହି ପାଣି ବ୍ୟବହାର ଦ୍ୱାରା କୌଣସି ରୋଗ ହେଉନାହିଁ । ତମେ ଯେଉଁ ପାଣି ଯୋଗେଇଦବ ସେ ପାଣି ବିଶୁଦ୍ଧ ନୁହେଁ । ତେଣୁ ତମ ପାଣି ଆମକୁ ଦରକାର ନାହିଁ ବୋଲି କହି ମେଗା ପାନିୟ ଜଳ ପ୍ରକଳ୍ପ ଯୋଗେ…