Daily Archives

May 13, 2024

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି

କନକ ବ୍ୟୁରୋ : ବିବାହ ବିଚ୍ଛେଦ ସରିଛି । କିନ୍ତୁ ବିବାଦ ଶେଷ ହୋଇନି । ଅଭିନେତ୍ରୀରୁ ରାଜନେତା ବନିଥିବା ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ କଟକର ଜେଏମଏଫସି କୋର୍ଟ ମାମଲାକୁ ବିଚାର କରିଛନ୍ତି । ଏବଂ…

୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତା କରିବେ ହାଇଭୋଲଟେଜ ପ୍ରଚାର । ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ…

କନକ ବ୍ୟୁରୋ : ପୁଣି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ । ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ୪୫…

ମିଳିତ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ…

କନକ ବ୍ୟୁରୋ : ଭୁୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଙ୍କଡ ହାତରେ ଶାଳଗ୍ରାମ କହି ଧର୍ମେନ୍ଦ୍ର ତାତ୍ସଲ୍ୟ କରିଛନ୍ତି । ଶନିବାର ବିଜେଡି ନେତା ଭିକେ ପାଣ୍ଡିଆ ଓଡିଶା ମଡଲେ ଗୁଜରାଟ ମଡେଲଠାରୁ ଭଲ ବୋଲି କହି ତଥ୍ୟ…

କେଉଁଠି ହିଂସା, କେଉଁଠି ରିଗିଂ ଅଭିଯୋଗ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମାଡପିଟ୍, ୩ ପ୍ରିଜାଇଡିଂ ଅଫିସରଙ୍କ…

କନକ ବ୍ୟୁରୋ : ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ଯୁବକ ଟଣା ଓଟରା କରି ମାଡ ମାରିଛନ୍ତି । ଅଭିଯୋଗ ଅନୁସାରେ ଦେଉଳକଣା ଗାଁର ବୁଥ୍ ନମ୍ବର ୨୦୪ରେ ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇ ବୁଥକୁ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ବିଧାୟକ…

ଅଗ୍ନିପରୀକ୍ଷାରେ ପାସ୍ ହେବେ କି ଫେଲ୍ । ବଡ଼ ନେତାଙ୍କ ଛାତି ଧଡ଼ଧଡ, କାହା ଉପରେ ଭରସା ଦେଖାଇଲେ ଭୋଟର !

କନକ ବ୍ୟୁରୋ : ବିଜୟର ଟିକା ପିନ୍ଧିବାକୁ ବଡ଼ ବଡ଼ ନେତା କସରତ କରିଥିବା ବେଳେ ବ୍ରହ୍ମପୁର ସମେତ ୪ ଲୋକସଭାରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ପ୍ରଦୀପ ପାଣିଗ୍ରାହୀ ଓ ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିବା ବେଳେ ନବରଙ୍ଗପୁରରେ ତିନି ମାଝୀଙ୍କ ମଧ୍ୟରେ ଟକ୍କର ହୋଇଛି ।…

୪ ଲୋକସଭା ଓ ୨୮ ବିଧାନସଭା ପାଇଁ ନେତା ବାଛିଲା ଦକ୍ଷିଣ ଓଡ଼ିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ,…

କନକ ବ୍ୟୁରୋ : ୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । କିଛି ବିଶୃଙ୍ଖଳାର ଅଭିଯୋଗ ଆସିଛି, କିଛି ସ୍ଥାନରୁ ଆସିଛି ରିଗିଂ ଅଭିଯୋଗ । ଆଉ ଏହାରି ଭିତରେ ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ…