କନକ ବ୍ୟୁରୋ: ହାତୀକୁ ଜଗିଛି ଦନ୍ତାହାତୀ । ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଂଚଳରେ ଗୋଟିଏ ଆହତ ହାତୀ ପଡି ରହିଥିବାବେଳେ ଆଉ ଏକ ଦନ୍ତାହାତୀ ତାକୁ ପହରା ଦେଉଛି । ତେବେ ହାତୀ କେମିତି ଆହତ ହେଲା ଏହାର କାରଣ ଅସ୍ପଷ୍ଟ ରହିଛି ।

Advertisment

publive-image

ଦନ୍ତା ହାତୀ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖା ଦେଇଛି । ଅନ୍ୟପଟେ ଏହି ଅଂଚଳରେ କିଛି ଦିନ ପୂର୍ବରୁ ଗୋଟିଏ ହାତୀକୁ କେହି ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା ।