Daily Archives

February 26, 2020

ଜନ୍ମରୁ ମୃତ୍ୟୁ କାହା ପାଇଁ ଏ ଯୋଜନା? ମାଟିର ଘରକୁ ଉଜାଡ଼ି ଦେଇଥିଲା ଝଡ଼, ୨ବର୍ଷ ବିତିଯାଇଥିଲେ ବି ପହଁଚି ପାରୁନି…

କନକ ବ୍ୟୁରୋ: ଜନ୍ମରୁ ମୃତ୍ୟୁ ଯାଏଁ ଯୋଜାନ ପରେ ଯୋଜନା କରୁଛନ୍ତି ସରକାର । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ଅନେକ ଅସହାୟ ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଂଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।…

ବାଲେଶ୍ୱରରେ ଜମି ଦଲାଲଙ୍କ ଶିକାର ହେଲେ ମହିଳା । ଟଙ୍କା ଦେଇ ମିଳିଲାନି ଜାଗା, ଦଲାଲ ଧରାଇ ଦେଲା ନକଲି ନକ୍ସା ।

କନକ ବ୍ୟୁରୋ : ସରକାରୀ ଅଫିସକୁ ଦୌଡି ଦୌଡି ଘର କରିବାର ସ୍ୱପ୍ନ ଭାଙ୍ଗି ଗଲାଣି । ଥାନରୁ ତହସିଲ, ତହସିଲରୁ ଜିଲ୍ଲପାଳ ଅଫିସ ଦୌଡି ଦୌଡି ଚପଲ ଘୋରି ହୋଇ ଗଲାଣି । ଏମିତି ଅଭିଯୋଗ କରିଛନ୍ତି ବାଲେଶ୍ୱରରେ ଜମି ଦଲାଲଙ୍କ ଶିକାର ହୋଇଥିବା ମହିଳା । ଜମିଟିଏ କିଣି ଘର କରିବା ପାଇଁ ଟଙ୍କା…

ମନ ଜିଣି ନେଉଛି ଏହି ଆଦିବାସୀ ଗାଁ । ପରିଷ୍କାର ଓ ସ୍ୱଚ୍ଛତାରେ ବଡ ବଡ ସହର ବି ହେବେନି ସମକକ୍ଷ, ଜାଣନ୍ତୁ ଓଡ଼ିଶାର ଏହି…

କନକ ବ୍ୟୁରୋ : କୁହାଯାଏ, ଗାଁ ପରିମଳ ଜଣାପଡେ ଧୋବା ତୁଠରୁ । ହେଲେ ମୟୁରଭଂଜର ବୋବେଇଯୋଡା ଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସେମାନଙ୍କର ଗାଁ ଦାଣ୍ଡ ଓ ଘର କାନ୍ଥରୁ ଜଣାପଡେ । ଗାଁକୁ ଅତି ସୁନ୍ଦର ଭାବେ ସଜେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଆଦିବାସୀ ବହୁଳ ଗାଁ ।…

ଏଟିଏମ୍ ମେସିନରେ ବଡ଼ ପରିବର୍ତ୍ତନ ! ଆଉ ମିଳିବନି ୨୦୦୦ ଟଙ୍କିଆ ନୋଟ୍ ?

କନକ ବ୍ୟୁରୋ: ବିମୂଦ୍ରାୟନ ପରେ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି ୨୦୦୦ ଟଙ୍କିଆ ନୋଟ୍ । କେତେବେଳେ ନୋଟର ସୁରକ୍ଷା ଏବଂ ନୋଟ୍ ବନ୍ଦ ହେବା ନେଇ ମଧ୍ୟ କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ତେବେ ପୁଣି ଥରେ ଏହି ୨୦୦୦ ଟଙ୍କିଆ ନୋଟ୍ ର ଭାଗ୍ୟ ଭବିଷ୍ୟତକୁ ନେଇ ଆସିଛି ବଡ଼ ଖବର ।…

ରାଜ୍ୟର ସରକାରୀ ସ୍କୁଲର ସ୍ଥିତି ଏମିତି? କେଉଁଠି ବିଜୁଳି ନାହିଁ ତ ପୁଣି କେଉଁଠି ନାହିଁ କଳାପଟା, ମନ୍ତ୍ରୀଙ୍କ ଉତ୍ତର…

କନକ ବ୍ୟୁରୋ : ରାଜ୍ୟର ସରକାରୀ ସ୍କୁଲର ସ୍ଥିତି ଏମିତି । କେଉଁଠି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର ସମସ୍ତ ତଥ୍ୟ…

ଦିଲ୍ଲୀ ହିଂସାକାଣ୍ଡ ନେଇ ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ୍ ! ଅମିତ ଶାହାଙ୍କ ଇସ୍ତଫା କଲେ ଦାବି । କହିଲେ, ରବିବାରଠାରୁ…

କନକ ବ୍ୟୁରୋ : ଦିଲ୍ଲୀରେ ଜାରି ରହିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ…