Daily Archives

February 26, 2020

କଦଳୀ ଚାଷରେ କେତେ ଆଗରେ ଓଡ଼ିଶା ? ଗୃହରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ…

କନକ ବ୍ୟୁରୋ : ପୂଜାପର୍ବାଣି ତଥା ନିତିଦିନିଆ ଖାଦ୍ୟରେ କଦଳୀ ସାଧାରଣତଃ ବ୍ୟବହାର ହୋଇଥାଏ । ତେବେ କଦଳୀ ଚାଷରେ ଓଡ଼ିଶା କେତେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ବାବଦରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଜି ଗୃହରେ…

ଏମିତି ଚାଲିଛି ରାଜ୍ୟର ହାଇସ୍କୁଲ । ୨୫୮୫ଟି ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ, ଖାଲି ପଡ଼ିଥିବା ପଦ ପଛର କାରଣ…

କନକ ବ୍ୟୁରୋ : ଏବେ ରାଜ୍ୟରେ ହାଇସ୍କୁଲ ପରୀକ୍ଷା ଚାଲିଥିବା ବେଳେ ବିଧାନସଭାରେ ହାଇସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏବେ ରାଜ୍ୟରେ ଥିବା ହଜାର ହଜାର ହାଇସ୍କୁଲ କିଭଳି ବିନା ପ୍ରଧାନଶିକ୍ଷକରେ ଚାଲିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ପଦବୀ…

ସହନଶୀଳତାଠୁ ଆରମ୍ଭ କରି ଶତ୍ରୁକୁ ନାକେଦମ୍ କରିବା ପର୍ଯ୍ୟନ୍ତ ପ୍ରତି ପାଦରେ ଆଗରେ ମହିଳା : ଜାଣନ୍ତୁ ଭାରତର ସାହସୀ…

ମହିଳାମାନେ ସର୍ବଦା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛନ୍ତି । ଜଳ, ସ୍ଥଳ କିମ୍ବା ଆକାଶ ପଥରେ ମହିଳାମାନେ ନିଜର ଅଦ୍ୟମ ସାହସ ଓ ପାରଦର୍ଶିତା ଦେଖାଇ ଆସିଛନ୍ତି । ଏଥିପାଇଁ ସେମାନଙ୍କୁ ସାହସିକତା ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି । ଦେଶର ସେହି ସଶକ୍ତ ମହିଳା ଓ ତାଙ୍କ…

ଯାଜପୁର ଜମଧର ଗାଁରେ ଭାବବିହ୍ୱଳ ଦୃଶ୍ୟ । ଗାଁରେ ପହଂଚିଲା ୩ ଦାଦନଙ୍କ ମୃତଦେହ, ଶୋକାକୂଳ ପରିବେଶରେ ସବସକ୍ରାର,…

କନକ ବ୍ୟୁରୋ : ଗାଁ ଶ୍ମଶାନରେ ଜଳିଲା ୩ ଦାଦନ ଶ୍ରମିକଙ୍କ ଜୁଇ । ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ ଦାଦନ ଖଟିବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଗାଁରେ ଆସି ପହଂଚିଛି । ପରେ ସେମାନଙ୍କର ଶବ ସତ୍କାର କରାଯାଇଛି । ପାଠପଢିବା ପରେ ଚାକିରି ନପାଇଁ ଏହି ୩ଜଣ ଯୁବକ ଗାଁ ଛାଡି ଗୁଜରାଟର…

ନଦୀକୁ ଖସିଲା ବରଯାତ୍ରୀ ବସ । ଚାଲିଗଲା ୨୪ ଜଣଙ୍କ ଜୀବନ ।

କନକ ବ୍ୟୁରୋ : ନଦୀକୁ ଖସିଲା ବରଯାତ୍ରୀ ବସ । ଚାଲିଗଲା ୨୪ ଜଣଙ୍କ ଜୀବନ । ଦୁର୍ଘଟଣାର ଏହା ଏମିତି ଏକ ଲୋମଟାଙ୍କୁରା କାହାଣୀ, ଯାହା ଆଉ କେବେ କେଉଁଠି ନଘଟୁ । ହସଖୁସିରେ ଘରୁ ବାହାରିଥିବା ବରଯାତ୍ରୀକୁ ମଝି ରାସ୍ତାରେ ଯେ, ମୃତ୍ୟୁ ଅପେକ୍ଷା କରିଥିଲା, ତାହା କେହି କେବେ ଭାବିନଥିଲେ ।…

ଖାଦ୍ୟ ସୁରକ୍ଷା ଆଇନରେ ମୋଟ ୩ କୋଟିରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ସାମିଲ । ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର…

କନକ ବ୍ୟୁରୋ : ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୯୨ ଲକ୍ଷ ୯୮ ହଜାର ୫୮୨ ପରିବାରରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩୭୦ ହିତାଧିକାରୀ ରହିଛନ୍ତି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୮୩,୦୩୫ ପରିବାରର ୩ ଲକ୍ଷ ୧୨ ହଜାର ୩୦୧ ଜଣ ହିତାଧିକାରୀ ଭାବେ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ…