Daily Archives

February 10, 2020

ଗଞ୍ଜାମ ବସ୍ ଦୁର୍ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ : ୧୦ ଜଣଙ୍କ ମୃତ୍ୟୁ ପରେ ଚେତା ପଶିଲା, ଦାୟିତ୍ୱରେ ଅବହେଳା…

କନକ ବ୍ୟୁରୋ : ଗଞ୍ଜାମ ଦୁର୍ଘଟଣା ଘଟଣାରେ ସରକାରଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ୪ ଜଣ ଇଞ୍ଜିନିୟର ସସପେଣ୍ଟ । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଓ ଓ ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ସାଉଥକୋ ଜେଇ ଦେବାଶିଷ ନାୟକ, ଏସଡିଓ ବିଶ୍ୱରଂଜନ ମହାପାତ୍ର ନିଲମ୍ବିତ ହୋଇଛନ୍ତି ।…

କରୋନାକୁ ନେଇ ଚୀନରେ ସ୍ଥିତି ସାଂଘାତିକ : ବିଦେଶରେ ମୃତ୍ୟୁକୁ ନେଇ ନୂଆ ତଥ୍ୟ,୫୦ ହଜାରରୁ ଅଧିକ ମୃତ୍ୟୁ ଓ ଦେଢ ଲକ୍ଷରୁ…

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ଚୀନରେ ସ୍ଥିତି ସାଂଘାତିକ । ସରକାରୀ ରିପୋର୍ଟ କହୁଛି ମୃତ୍ୟୁ ସଂଖ୍ୟା ଟପିଲାଣି ୯୦୦ । ଆକ୍ରାନ୍ତ ସଂଖ୍ୟା ୪୦ ହଜାର । ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି ମୃତ୍ୟୁକୁ ନେଇ ନୂଆ ତଥ୍ୟ । ଯାହାକି ସମସ୍ତଙ୍କ ହୋସ୍ ଉଡାଇ ଦେବ । ଏହି ତଥ୍ୟ ରଖିଛନ୍ତି…

ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଣ୍ଡରେ ଦୁର୍ଘଟଣାର ଦୋଷ ଲଦିଲା ସାଉଥକୋ । ତଦନ୍ତ ରିପୋର୍ଟ ଆଧାରରେ ହେବ କି କଡା…

କନକ ବ୍ୟୁରୋ: ବ୍ରହ୍ମପୁର ବସ ଦୁର୍ଘଟଣା ନେଇ ଆସିଲା ବଡ ଖବର । କନକ ନ୍ୟୁଜ୍ ହାତରେ ଲାଗିଲା ତଦନ୍ତର ପ୍ରାଥମିକ ରିପୋର୍ଟ । ଶକ୍ତି ବିଭାଗକୁ ରିପୋର୍ଟ ଦେଲା ସାଉଥକୋ । ତଦନ୍ତ ରିପୋର୍ଟ ଦାଖଲ ପରେ ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଦୁର୍ଘଟଣାର ସବୁ ଦୋଷ…

ସିନେମାରେ ପଡିଲା ଭାଇରସ୍ ର ପ୍ରଭାବ : କରୋନା ଭାଇରସ୍ ପାଇଁ ସିନେମାରେ ବନ୍ଦ ହେଲା ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର…

କରୋନା ଭାଇରସ୍ କାରଣରୁ ଦୁନିଆରେ ୯୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ସାରା ଦୁନିଆରେ ୪୦ ,୫୫୪ ଲୋକ ଏହି ଭୟଙ୍କର ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ତାଇବାନ୍ ପକ୍ଷରୁ ସିନେମା ପରଦାରେ ରୋମାନ୍ସ , ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର କଥାବାର୍ତ୍ତାର ଦୃଶ୍ୟକୁ…

କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି : ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନିକ ବୈଧତା କାଏମ

କନକ ବ୍ୟୁରୋ : ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏସସି ଏସଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ।…

ଦିଲ୍ଲୀ ଫଳାଫଳକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକି : ଆପକୁ ଘାରିଛି ଇଭିଏମ ଭୟ,ଷ୍ଟ୍ରଙ୍ଗରୁମ ବାହାରେ ଦଳୀୟ କର୍ମୀଙ୍କ…

କନକ ବ୍ୟୁରୋ : ଆସନ୍ତାକାଲି ଆସିବ ଦିଲ୍ଲୀ ରେଜଲ୍ଟ । ଏଥର କିଏ ଜିତିବ ଦିଲ୍ଲୀ ବିଧାସନଭା । କିଏ ଗଢିବ ସରକାର । ଏହାକୁ ନେଇ ଆକଳନ ଜୋରଧରି ଥିବା ବେଳେ ଆମ ଆଦମି ପାର୍ଟିକୁ ଘାରିଲାଣି ଇଭିଏମ୍ ଡର । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ୍ ବାହୁଡା ମତ ରହିଛି ଆମ ଆଦମି ପାର୍ଟି ସପକ୍ଷରେ ।…