Monthly Archives

November 2019

ଓଡିଆ ସଂସ୍କୃତିର ମାଣବସା ଓଷା, ଦେବୀ ଲକ୍ଷ୍ମୀଙ୍କର ଶ୍ରେଷ୍ଠ ପୂଜା…ଦାଣ୍ଡରେ ଝୋଟିଚିତା ପକାଇ ଧନଦାତ୍ରୀଙ୍କୁ…

କନକ ବ୍ୟୁରୋ: ମାର୍ଗଶିର ମାସର ମାଣବସା ଦେବୀ ଲକ୍ଷ୍ମୀଙ୍କର ପୂଜା । ରୂପ ଓ ଲାବଣ୍ୟରେ ଲକ୍ଷ୍ମୀ ଦେବୀମାନଙ୍କ ଭିତରେ ଶ୍ରେଷ୍ଠ । ସେଥିପାଇଁ ସେ ‘ମହାଲକ୍ଷ୍ମୀ’ ଭାବରେ ଅଭିହିତା ହୁଅନ୍ତି । ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ରେ ତାଙ୍କୁ ‘ପରମଲକ୍ଷ୍ମୀ’ କହିଛନ୍ତି । ଦେବୀଲକ୍ଷ୍ମୀଙ୍କ ଅନେକ ନାମ…

ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାସ୍ତା ନିର୍ମାଣ କାର୍ଯ୍ୟରେ ଅର୍ଥ ଆତ୍ମସାତ ହେଉଥିବା…

କନକ ବ୍ୟୁରୋ: ସିଏଜି ରିର୍ପୋଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେପି ଅଭିଯୋଗ କରିଛି- ସରକାର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ କରିଥିଲେ । ୧୩ ହଜାର ୩୬୭ କୋଟି ରାଜସ୍ୱ ଅଧିକ ଆଦାୟ ହୋଇଥିବା ରାଜ୍ୟ ସରକାର ଦେଖାଇଛନ୍ତି । ତେବେ ୧୨ ହଜାର ୧୩୦ କୋଟି ମାର୍କେଟରୁ ସରକାର…

ଆସନ୍ତୁ ବୁଲିଯିବା ଗୁଦଗୁଦା ଜଳପ୍ରପାତ : ଜଳଧାରର କୁଳୁକୁଳୁ ନାଦ ସାଙ୍ଗକୁ ପକ୍ଷୀଙ୍କ କାକଳି, ବ୍ୟସ୍ତ ବହୁଳ ଜୀବନରୁ…

କନକ ବ୍ୟୁରୋ : ପାହାଡ଼ ଜଙ୍ଗଲ ଘେରା ତଥା ପ୍ରାକୃତିକ ଶୋଭାରାଜିରେ ଭରପୁର ପଶ୍ଚିମ ଓଡ଼ିଶା । ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁରର ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ । ଅନେକ ପର୍ଯ୍ୟଟନ ସ୍ଥଳୀ ସହିତ ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଏବଂ ଡ୍ୟାମ ଚାରିଦିଗରେ  ପସରା ମେଲାଇ ରହିଛି । ଆଉ ତା’ରି…

ଘରେ ବସିଛି ପଢୁଆ ପୁଅ । ଗୋଡରେ ମାଂସ ପିଣ୍ଡୁଳା ବଢିବା ସହ ୬ ବର୍ଷ ହେଲା ଘା’ବି ହୋଇଗଲାଣି, ଚିକିତ୍ସା ପାଇଁ ଅର୍ଥ…

କନକ ବ୍ୟୁରୋ : ଘରେ ବସି ରହିଛି ପାଠ ପଢୁଆ ପୁଅ । ପାଠ ପଢାରେ ବାଧକ ସାଜିଛି ରୋଗ । ଘରର ଗୋଟିଏ ସ୍ଥାନରେ ବସି ରହିଛି ପାଠ ପଢୁଆ ପୁଅ । ରୋଗ ପାଇଁ ଚଲାବୁଲା ବି କରିପାରୁନାହିଁ । ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିବା କାରଣରୁ ପୁଅର ଚିକିତ୍ସା ବି କରିପାରୁନାହାନ୍ତି ବାପା । ଆଉ…

ପିଆଜ କିଲୋ ୩୫ ଟଙ୍କା : ପିଆଜ ନେବା ପାଇଁ ବାଡିଆପିଟା ହେଲେ ଲୋକ , ହେଲମେଟ୍ ପିନ୍ଧି ପିଆଜ ବିକିଲେ ଅଧିକାରୀ

ଦେଶରେ ପିଆଜର ଦର ଆକାଶ ଛୁଆଁ । ପିଆଜ କିଣିଲେ କାନ୍ଦୁଛି ପକେଟ୍ । ପିଆଜ କିଲୋ ଏବେ ୭୦ ପାର୍ । କିଛି ଅଞ୍ଚଳରେ ପିଆଜ କିଲୋ ଏବେ ୧୦୦ ଟଙ୍କା ମଧ୍ୟ ହେଲାଣି । ପିଆଜର ବର୍ଦ୍ଧିତ ଦର ପାଇଁ ସାଧାରଣ ଖାଉଟିଙ୍କୁ ନାହିନଥିବା ଅସୁବିଧା ଦେଖିବାକୁ ପଡୁଛି । ତେବେ ପିଆଜର ମହଙ୍ଗା ସମୟରେ ବିହାରରୁ…

ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ। ଗତ ୩ ଦିନ ଭିତରେ ମଲେଣି ୨ଟି ସାପ। ଏବେ ଆଉ ୪ ଅସୁସ୍ଥ ଆନାକୋଣ୍ଡା…

କନକ ବ୍ୟୁରୋ: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ । ୩ ଦିନରେ ୨ଟି ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ ଏହି ଆନାକୋଣ୍ଡାର କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଆନାକୋଣ୍ଡ ମୃତ୍ୟୁର କାରଣ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଚେନ୍ନାଇରୁ ଏକ…