Monthly Archives

November 2019

ଚାକିରି ପାଇଁ ଲାଞ୍ଚ କାରବାର । ପାଚିକା ଚାକିରିକୁ ୭୫ ହଜାର, କନକ ନ୍ୟୁଜ୍ ହାତରେ ଲାଗିଲା କ୍ରୀଡ଼ା ଶିକ୍ଷକଙ୍କ ଚାକିରି…

କନକ ବ୍ୟୁରୋ: ଟଙ୍କା ଦେଲେ ଚାକିରି ମିଳିବ, କନକ ନ୍ୟୁଜ୍ ହାତରେ ଲାଗିଲା ଲାଂଚ କାରବାରର ପୂରା ଅଡ଼ିଓ ଟେପ୍ । ନାଁ ଅମର ଆନନ୍ଦ ପଟ୍ଟନାୟକ । ସୁନ୍ଦରଗଡ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ । ହେଲେ ସାରଙ୍କ ନାଁରେ ଆସିଛି ଲାଂଚ କାରବାରର ସାଂଘାତିକ ଅଭିଯୋଗ…

ଦ୍ରୁତ ଗତିରେ ଗଲେ, କି ମୋବାଇଲରେ ଗପିଲେ ମୋଟା ଅଙ୍କର ଗଣିବେ । କେବଳ କାଗଜ ପାଇଁ କୋହଳ, କିନ୍ତୁ କଡ଼ାକଡ଼ି ପାଳନ ହେବ…

କନକ ବ୍ୟୁରୋ: ନିୟମ ଉଲ୍ଲଂଘନକାରୀଙ୍କୁ ମିଳିବନି ନିସ୍ତାର । କେବଳ ଆରଟିଓ କାଗଜପତ୍ର ପାଇଁ ୩ମାସ କୋହଳ ପରେ କଡ଼ାକଡ଼ା ହେଲା ନିୟମ । ଏଣିକି ପୂର୍ବଠାରୁ କଠୋର ଅଭିମୁଖ୍ୟ ଗ୍ରହଣ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଦ୍ରୁତଗତି ଓ ମଦପିଇ…

ମିଲର୍ସ ଓ ପ୍ରଶାସନର ମଧୁଚନ୍ଦ୍ରିକା ପଦାରେ ପଡ଼ିବା ପରେ ଚିହିଁକି ଉଠିଲେ ସରକାରୀ ବାବୁ । କହିଲେ, ସବୁ କିଛି ଠିକ୍…

କନକ ବ୍ୟୁରୋ : ବଲାଙ୍ଗୀର କେଡ଼ିଆ ମିଲ୍ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାରେ କେମିତି ଚାଲିଛି ଧାନ କିଣା ତାହା ପଦାରେ ପଡ଼ିଛି । ବଡ଼ କଥା ହେଉଛି-ଏହି ପୁରା ପ୍ରକ୍ରିୟା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହେଉଛି । ଆଉ ଯେତେବେଳେ ମିଲ୍ ଗୁଡ଼ିକରେ ଧାନ ଗଚ୍ଛିତ ଥିବା…

ଭଦ୍ରକରେ ନୂତନ ମେଡିକାଲ ସ୍ଥାପନ ହେବ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପରେ କହିଲେ, ଶିଶୁ ଡାକ୍ତରଖାନା…

କନକ ବ୍ୟୁରୋ: ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା ପ୍ରସଙ୍ଗ । ଘଣ୍ଟାଏ ଭିତରେ ବଦଳିଗଲା ସରକାରୀ ବିଜ୍ଞପ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଲେ, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଚାର ଚାଲିଛି । ଭଦ୍ରକର ଚାଇଲ୍ଡ ହସ୍ପିଟାଲ ସମ୍ପ୍ରସାରଣ ପାଇଁ ଯୋଜନା କରିଛନ୍ତି ରାଜ୍ୟ…

ଯନ୍ତ୍ରଣା ଦେବ ଜଳ । ରାଜ୍ୟରେ ମାଟି ତଳୁ ଖସୁଛି ପାଣି, ସଙ୍କଟଜନକ ସ୍ଥିତିରେ ଗାଁ ଓ ସହରର ସ୍ଥିତି । ତାଲିକାରେ ଆପଣଙ୍କ…

କନକ ବ୍ୟୁରୋ : ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏ ଉକ୍ତିର ଯର୍ଥାଥତା ଏବେ ସାମ୍ନାକୁ ଆସିଛି । ରାଜ୍ୟରେ କମି କମି ଯାଉଛି ମାଟି ତଳ ପାଣି । ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ସହରର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । କେବଳ ସହର ନୁହେଁ ଗାଁ…