Daily Archives

May 29, 2019

ଗାନ୍ଧିବାଦୀ ଚିନ୍ତାଧାରେ ଅନୁପ୍ରାଣିତ ମୋଦି : ନମୋଙ୍କ ପ୍ରସଂଶାରେ ଶତମୁଖ କଂଗ୍ରେସ ନେତା, ସ୍ପଷ୍ଟୀକରଣ ମାଗିଲା ଦଳ

କନକ ବ୍ୟୁରୋ : ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆଡ଼େ କଂଗ୍ରେସ ନେତା । ଲୋକସଭା ନିର୍ବାଚନରେ ମୋଦିଙ୍କୁ ବିପୁଳ ବିଜୟ ପରେ କଂଗ୍ରେସ ନେତା ଏପି ଅବଦୁଲ୍ଲା କୁଟ୍ଟି ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ପରାଜୟ ପରେ କଂଗ୍ରେସର ସ୍ଥିତି ଏବେ ସମସ୍ତଙ୍କୁ ଭଲଭାବରେ ଜଣା । ଦଳରେ ଏବେ…

ସନ୍ଧ୍ୟାରେ ବସିବ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ, ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ମିଳିପାରେ…

କନକ ବ୍ୟୁରୋ: ସନ୍ଧ୍ୟାରେ ବସିବ ନୀବନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ । ସଚିବାଳୟରେ ସନ୍ଧ୍ୟା ୫.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନିଜର ନୂଆ ଟିମ୍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କ୍ୟାବିନେଟରେ ଆଗାମୀ ଶାସନକାଳ…

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ରୁପେ ଶପଥ ଗ୍ରହଣ କରିଥିବା ନବୀନ ପଟ୍ଟନାୟକଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଲେ…

ନିର୍ବାଚନ ଶେଷ ହେବା ପରେ ଏବେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିର ବଡ…

ୱାଟର ପ୍ୟୁରିଫାୟର ଯେତେ ଲାଭଦାୟକ ସେତେ କ୍ଷତିକାରକ ମଧ୍ୟ ! ୱାଟର୍ ପ୍ୟୁରିଫାୟର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ…

ଆରଓ ପ୍ୟୁରିଫାୟାର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ଯେଉଁଠାରେ ପାଣି ବେଶୀ କ୍ଷାର ଲାଗୁ ନଥିବ ସେଠାରେ ଏହି ପ୍ୟୁରିଫାୟର୍ ଉପରେ ପ୍ରତିବନ୍ଧକ ଲଗାଯାଉ । ଯେଉଁଠାରେ ପାଣିରେ ଟିଡିଏସର ମାତ୍ରା ଲିଟର…

ଜେଲରେ କଏଦୀ-କଏଦୀଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ୫୭ ମୃତ : କିଏ ତଣ୍ଟି ଚିପି ତ ପୁଣି କିଏ ଟୁଥବ୍ରସରେ କଲା ଆକ୍ରମଣ

କନକ ବ୍ୟୁରୋ: ବ୍ରାଜିଲର ଏକ ଜେଲରେ କଏଦୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ କାରଣରୁ ଚାଲି ଯାଇଛି ୫୭ ଜଣଙ୍କ ଜୀବନ । ସୂଚନା ମୁତାବକ, ବ୍ରାଜିଲର ମନାଉସ ସହରରେ ଏନିସିଆ ଜୋବିମ ଜେଲ ପରିସରରେ ଗତ ରବିବାର ଦିନ କୌଣସି କାରଣରୁ କଏଦୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା କିନ୍ତୁ ଚାହୁଁ ଚାହୁଁ ଏହା…

ସରକାର ୨୦୧୯ । ନବୀନଙ୍କ ପଞ୍ଚମ ପାଳିରେ ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ: ପ୍ରଦର୍ଶନୀ ପଡ଼ିଆରେ ବିଧିବଦ୍ଧଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ପ୍ରଦର୍ଶନୀ ପଡିଆରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବୀନଙ୍କ…