Daily Archives

May 27, 2019

ବିଶ୍ୱକପ ପୂର୍ବରୁ ଭାରତର ଶକ୍ତି ପରୀକ୍ଷା । କାଲି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ବିରାଟ…

କନକ ବ୍ୟୁରୋ : ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ଅର୍ଥାତ ମେ’ ମାସ ୨୯ ତାରଖରୁ ବିଶ୍ୱ ଦେଖିବ କ୍ରିକେଟ୍ ମହାକୁମ୍ଭ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ ଜୋରଦାର ଟକ୍କର । ତେବେ ବିଶ୍ୱକପ ପୂର୍ବରୁ ଚାଲିଛି ଅଭ୍ୟାସ ମ୍ୟାଚ୍ । ଆଉ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ…

ଚର୍ଚ୍ଚାରେ ନବନିର୍ବାଚିତ ଗ୍ଲାମରସ ସାଂସଦ: ଟିଏମସି ଟିକେଟରେ ନିର୍ବାଚନ ଲଢି ବିଜୟୀ ହେଲେ ଅଭିନେତ୍ରୀ ମିମୀ ଚକ୍ରବର୍ତୀ

କନକ ବ୍ୟୁରୋ: ସରିଛି ୨୦୧୯ ଲୋକସଭା ନିର୍ବାଚନ । ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛି । କିନ୍ତୁ ଏହାରି ଭିତରେ ନୂଆ କରି ଲୋକସଭାକୁ ନିର୍ବାଚିତ ହୋଇଥିବା ଜଣେ ଗ୍ଲାମରସ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ତାଙ୍କ କ୍ରେଜ ଦେଖିବାକୁ ମିଳୁଛି । ୨୦୧୯ ଲୋକସଭା ନିର୍ବାଚନରେ…

କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି…

କଂଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ବିସ୍ଫୋରକ ବୟାନ: କହିଲେ, ବଲାଙ୍ଗିରରେ ବିଜେଡିର ପରାଜୟ ପାଇଁ କଳିକେଶ…

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିସାରିଛି । ରାଜ୍ୟରେ ପଂଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେଡ଼ି । ଚଳିତ ନିର୍ବାଚନରେ ୧୪୬ ଆସନରୁ ୧୧୨ ଆସନ ପାଇଥିଲେ ବି ଅନେକ ସ୍ଥାନରେ ବିଜେଡି ଜିତୁ ଜିତୁ ହାରିଛି । ରାଜ୍ୟରେ ଆଉ ଅଧିକ ଭଲ ପ୍ରଦର୍ଶନ…

ସନ୍ଧ୍ୟା ସୁଦ୍ଧା ୮ଟି ଜିଲ୍ଲାକୁ କାଳବୈଶାଖୀ । ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ଶପଥ ନେବେ ସୁପ୍ରିମୋ । ଯୋଗଦେବେ ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ହୋଇଛି । ଲଗାତାର ପଂଚମ ଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଦର୍ଶନୀ ପଡିଆରେ ବୁଧବାର ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ସଜବାଜ ଚାଲିଛି । ବୁଧବାର ସକାଳ ସାଢେ ୧୦ଟାରେ ଶପଥଗ୍ରହଣ ଉତ୍ସବ ହେବ ।…