Daily Archives

March 27, 2019

ସରଗରମ ଯାଜପୁର ରାଜନୀତି ! କେନ୍ଦ୍ରୀୟ ଯୋଜନାକୁ ନେଇ ଭୋଟରଙ୍କୁ ଭେଟୁଛନ୍ତି ବିଜେପି ପ୍ରାର୍ଥୀ, ବିଜେଡି ଓ କଂଗ୍ରେସର…

କନକ ବ୍ୟୁରୋ : ସରଗରମ ଯାଜପୁର ରାଜନୀତି । ଯାଜପୁର ନିର୍ବାଚନ ମଣ୍ଡଳି ପାଇଁ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କୁ ପ୍ରାର୍ଥୀ କରିଛି । ଟିକେଟ ପାଇବା ପରେ ଗୌତମ ପ୍ରଚାର ଚଳାଇଥିବା ବେଳେ ଏଯାଏଁ କଂଗ୍ରେସ କିମ୍ବା ବିଜେଡି ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବର୍ତମାନର ବିଧାୟକ…

ଉତ୍ତରରୁ ପଶ୍ଚିମ । କାହିଁକି ବିଜେପି ଛାଡୁଛନ୍ତି ପୁରୁଣା ନେତା, ସୁବାସ ଓ ରାଜକିଶୋର କହିଲେ ଅକୁହା କଥା ?

କନକ ବ୍ୟୁରୋ : କାହିଁକି ବିଜେପି ଛାଡୁଛନ୍ତି ପୁରୁଣା ନେତା । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟ ବିଜେପିର ଦୁଇ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି…

୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆଜି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି…

ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଜମ୍ମୁ-କାଶ୍ମୀର ପୋଲିସ୍ ଜାରୀ କଲା ହାଇଆଲର୍ଟ ! ଆତଙ୍କବାଦୀଙ୍କ ଖବର ଦେଲେ ମିଳିବ…

ଲୋକସଭା ନିର୍ବାଚନ ସମୟରେ ଜମ୍ମୁ-କାଶ୍ମୀର ପୋଲିସ୍ ହାଇଆଲର୍ଟ ଜାରୀ କରିଛି । ଏଭଳି ସ୍ଥିତିରେ କୌଣସି ଆତଙ୍କବାଦୀ ଘଟଣା ନ ହେଉ ଏଥିପାଇଁ ପୋଲିସ୍ ଆତଙ୍କବାଦୀଙ୍କ ପୋଷ୍ଟର ଜାରୀ କରିଛି । ଏହାସହ ଆତଙ୍କବାଦୀଙ୍କ ବିଷୟରେ କହିବା ଲୋକକୁ ପୁରଷ୍କାରରେ ସରକାରୀ ଚାକିରୀ ଦେବା ପାଇଁ ମଧ୍ୟ ଘୋଷଣା…

ଘରେ ଝିଟିପିଟିଙ୍କ ଆତଙ୍କରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର ଆଉ ସମସ୍ୟା ରହିବନାହିଁ ।

ଘରେ ଝିଟିପିଟି ଆତଙ୍କ ମଚାଉଛନ୍ତି କି? ହସନ୍ତୁ ନାହିଁ ଏହି ଅସୁବିଧା ଖାଲି ଆପଣଙ୍କର ନୁହଁ ସମସ୍ତଙ୍କ ଘରେ ଦେଖାଯାଉଛି । ତେବେ ଏହି ଝିଟିପିଟି ତ ସବୁ ଋତୁରେ ଦେଖାଯାନ୍ତି କିନ୍ତୁ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ସହି ନ ପାରି ଏମାନେ ବାହାରକୁ ବାହାରି ଆସନ୍ତି ଏବଂ ଏ ଘରକୁ ସେ ଘର ଘୁରି…

ରାହୁଲଙ୍କ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଘୋଷଣା ନେଇ ରଘୁରାମ ରାଜନଙ୍କ ପ୍ରତିକ୍ରିୟା ! କହିଲେ, ଗରିବଙ୍କୁ ସଶକ୍ତ କରିବା…

ଲଗାତର ୩ ଦିନ ହେଲା ରାହୁଲ ଗାନ୍ଧୀଙ୍କ ଏକ ଘୋଷଣା ଗଣମାଧ୍ୟମର ସିରୋନାମା ପାଲଟିଛି । ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଲେ , ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ଏହି ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଜାରି…