Daily Archives

January 31, 2019

୪୫ ବର୍ଷ ମଧ୍ୟରେ ୨୦୧୭-୧୮ବର୍ଷରେ ବେକାରି ସଂଖ୍ୟା ସର୍ବାଧିକ !

କନକ ବ୍ୟୁରୋ : ୨୦୧୭-୧୮ବର୍ଷରେ ସର୍ବାଧିକ ରହିଛି ବେକାରି ସଂଖ୍ୟା । ବିଗତ ୪୫ ବର୍ଷ ମଧ୍ୟରେ ୨୦୧୭-୧୮ରେ ଅଧିକ ବେକାର ଅଛନ୍ତି । ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ପିଏଲଏଫ୍ଏସର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସରକାରଙ୍କ ବଜେଟ୍ ପୂର୍ବରୁ ହିଁ ଏହି ରିପୋର୍ଟ ସାମ୍ନାକୁ ଆସିଛି…

କାର ଚାଳକଙ୍କୁ ରାସ୍ତା ମଝିରେ କଲେଜ ଛାତ୍ରୀଙ୍କ ଶକ୍ତ ଚାପୁଡା ! ଜାଣନ୍ତୁ କାହିଁକି ରାଗିଲେ କଲେଜ ଛାତ୍ରୀ

କାର ଚାଳକଙ୍କୁ କଲେଜ ଛାତ୍ରୀଙ୍କ ନିର୍ଦ୍ଧୁମ ମାଡ । ଚାପୁଡା ସହ କଲର ଧରି ମାଡ ମାରି ଚାଲିଥିଲେ କଲେଜ ଛାତ୍ରୀ । ଯାହା ଘଟଣାସ୍ଥଳରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଣ ପାଇଁ କଲେଜ ଛାତ୍ରୀ କାର ଚାଳକଙ୍କୁ ମାଡ ମାରୁଥିଲେ ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସୂଚନା…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ! ୭୬ ଜଣ ସାକ୍ଷ୍ୟକୁ ନେଇ ଫାଇନାଲ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଂଚ । ବଲାଙ୍ଗୀର ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ୬୫ ପୃଷ୍ଠାର ଫାଇନାଲ ଚାର୍ଜସିଟ କ୍ରାଇମବ୍ରାଂଚ ଦାଖଲ କରିଛି । ୭୬ ଜଣ ସାକ୍ଷ୍ୟକୁ ନେଇ ଚାର୍ଜସିଟ ଦାଖଲ…

ମହିଳାଙ୍କ ନାଗା ସନ୍ୟାସିନୀ ହେବାର ସଂପୂର୍ଣ୍ଣ ପ୍ରକ୍ରିୟା : ଜାଣନ୍ତୁ ତାଙ୍କ ସ୍ନାନରୁ ଦୀକ୍ଷା ପର୍ଯ୍ୟନ୍ତ କାହାଣୀ

ଦୁନିଆର ସବୁଠାରୁ ବଡ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମେଳା କୁମ୍ଭରେ ଶ୍ରୀପଂଚ ଦଶନାମ ଜୁନା ଅଖାଡା ୬୦ ମହିଳା ନାଗା ସନ୍ୟାସିନୀଙ୍କୁ ଦୀକ୍ଷା ଦେଇଛି । ଜଣେ ସନ୍ଥ କହିଛନ୍ତି କି, ଅଖାଡାର ସାଧୁ-ମହାତ୍ମା ମହିଳାଙ୍କ ଘର ଓ ତାଙ୍କର ଜୀବନ ବିଷୟରେ ଅନୁସନ୍ଧାନ କରାଯାଏ ଏବଂ ଏହା ପରେ ଗୁରୁ ଏହି…

କେନ୍ଦ୍ରରେ ଝୁଲା ଲୋକସଭାର ପୂର୍ବାନୁମାନ କଲା ଟାଇମସ ନାଓ-ଭିଏମଆର ସର୍ଭେ ରିପୋର୍ଟ ! କହିଲା ଏନଡିଏକୁ ୨୫୨ ସିଟ,…

କନକ ବ୍ୟୁରୋ : ଆସନ୍ତା ସାଧାରଣ ନିର୍ବାଚନରେ କିଏ ଜିତିବ ? ଏ ନେଇ ଅଙ୍କକଷା ଜାରି ରହିଥିବାବେଳେ ଟାଇମସ ନାଓ ଭିଏମଆର ଜନମତ ସର୍ଭେରେ ଏନଡିଏକୁ ବହୁମତ ମିଳିବ ନାହିଁ ଓ ଝୁଲା ଲୋକସଭା ଗଠନ ହେବ ବୋଲି ଅନୁମାନ କରାଯାଇଛି । ସର୍ଭେରେ କୁହାଯାଇଛି ଯେ, ବର୍ତ୍ତମାନ ନିର୍ବାଚନ ହେଲେ ବିଜେପି…

SBI ଗ୍ରାହକଙ୍କ ଡାଟା ଲିକ୍! ଆକାଉଣ୍ଟଧାରୀଙ୍କ ତଥ୍ୟ ଥିବା ସର୍ଭରରେ ପକାଯାଇନଥିଲା ପାସୱାର୍ଡ

ଭାରତର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆମେରିକାର ଏକ ୱେବସାଇଟ ଟେକ ଫ୍ରେଞ୍ଚ ର ରିପୋର୍ଟ ମୁତାବିକ, ଷ୍ଟେଟ ବ୍ୟାଙ୍କର ସର୍ଭର ବିନା ପାସୱାର୍ଡରେ ଥିଲା । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ବ୍ୟାଙ୍କ ତଥ୍ୟ ହାସଲ…