Daily Archives

January 31, 2019

ନିଲାମ୍ ହେଲା ନମୋଙ୍କ ଚିତ୍ର ! ୫ ଲକ୍ଷ ଟଙ୍କାରେ ନିଲାମ୍ ହେଲା ଓଡିଆ ପୁଅ ବିଜୟ ବିଶ୍ୱାଳଙ୍କ ଦ୍ୱାରା ଅଙ୍କିତ ମୋଦିଙ୍କ…

ଗୋଟିଏ ହାତରେ ବ୍ୟାଗ୍ ଏବଂ ଅନ୍ୟ ହାତରେ ଛତା ଧରି ଯାତ୍ରୀଙ୍କ ଗହଣରେ ରେଲୱେ ଷ୍ଟେସନରୁ ଜଣେ ସାଧାରଣ ବ୍ୟକ୍ତି ଭଳି ଓହ୍ଲାଇ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିତ୍ର ୫ ଲକ୍ଷ ଟଙ୍କା ଦରରେ ନିଲାମ୍ ହେବାକୁ ଯାଉଛି । ସବୁଠାରୁ ବଡ କଥା ହେଉଛି ଏହି ଚିତ୍ରକୁ ଓଡିଶାର ଜଣେ ପୁଅ…

ଗୁଗଲ ମ୍ୟାପର ସହାୟତାରେ ଲୁଟିନେଲେ ୯ଟି ମନ୍ଦିର, ପୁଣି ଗୁଗଲ ମ୍ୟାପ ଯୋଗେ ପୁଲିସ ହାତରେ ଧରାପଡିଲେ ଚୋର

ଟେକନୋଲୋଜି ଦ୍ୱାରା କିଛି ବି ଅସମ୍ଭବ ନୁହେଁ । କାହିଁକିନା ଏବେ ଚୋର ବି ଚୋରି କରିବା ପାଇଁ ଗୁଗଲ ମ୍ୟାପର ବ୍ୟବହାର କରିଲେଣି । ମାମଲା କର୍ଣ୍ଣାଟକର, ଯେଉଁଠି ୫ଜଣ ଚୋର ମିଶି ୯ଟି ମନ୍ଦିର ଲୁଟିନେଲେ । ଗୁଗଲ ମ୍ୟାପର ସାହାରା ନେଇ ସେମାନେ ମନ୍ଦିର ଭିତରର ସମସ୍ତ ଦ୍ୱାର ଓ ନକ୍ସାକୁ ଭଲ ଭାବରେ…

ରାସ୍ତାରେ ବୁଲୁଛି ବାଘ । ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରାପତରିଆ ବାଘ, ମୋବାଇଲ କଏଦ ହେଲା…

କନକ ବ୍ୟୁରୋ : ବଲାଙ୍ଗୀର ବଡମାଳ ଗୋଳାବାରୁଦ କାରଖାନା ନିକଟରେ ଦେଖିବାକୁ ମିଳିଛି ଆଉ ଏକ କଲରାପତରିଆ ବାଘ । କାରଖାନା ନିକଟ ଘଂଚ ଜଙ୍ଗଲଥିବାରୁ ବାରମ୍ବାର ମୁଖ୍ୟ ରାସ୍ତା ଉପରକୁ ବାଘ ଚାଲିଆସୁଛନ୍ତି । ଗତ ଡିସେମ୍ବର ମାସରେ ମଧ୍ୟ ଦୁଇଟି କଲରପଲରିଆ ବାଘ ମୁଖ୍ୟ ରାସ୍ତା ଉପରେ ଦେଖିବାକୁ…

ଭୁବନେଶ୍ୱରରେ କେଜରିୱାଲ । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଦେବେ ଉଦବୋଧନ

କନକ ବ୍ୟୁରୋ : ଭୁବନେଶ୍ୱରର ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅରବିନ୍ଦ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ ଶୋଭାଯାତ୍ରା କରି ଷ୍ଟେଟ ଗେଷ୍ଟ ହାଉସକୁ ନେଇଛନ୍ତି । ତେବେ…

ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଖୁସି ଖବର : ୨୫% ପର୍ଯ୍ୟନ୍ତ ଫେଲୋସିପ୍ ବଢ଼ାଇଲେ ସରକାର, ୬-୭ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ…

ମୋଦି ସରକାର ବଜେଟ୍ ପୂର୍ବରୁ ହିଁ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବଡ ଉପହାର ଦେଇଛନ୍ତି । ସରକାର ଜେଆରଏଫ୍(ଜୁନିୟର ରିସର୍ଚ୍ଚ ଫେଲୋ), ଏସଆରଏଫ୍(ସିନିୟର ରିସର୍ଚ୍ଚ ଫେଲୋ) ଏବଂ ରିସର୍ଚ୍ଚ ଆସୋସିଏଟ୍ସର ଫେଲୋସିପରେ ୨୫% ବୃଦ୍ଧି କରିଛନ୍ତି । ଏହାଦ୍ୱାରା ରିସର୍ଚ୍ଚ ସ୍କଲାରଙ୍କ ଫେଲୋସିପରେ ୬ରୁ…

ଚେଷ୍ଟା କରି ମଧ୍ୟ ବନ୍ଧ୍ୟାପଣ କବଳରେ କବଳିତ ହୋଇଥିଲେ ଏହି ମଞ୍ଜିକୁ ବ୍ୟବହାର କରିଦେଖନ୍ତୁ ! ଗର୍ଭଧାରଣାର କ୍ଷମତା…

ବିବାହ ପରେ ମା’ ବାପାର ଡାକ ଶୁଣିବାକୁ ପ୍ରତିଟି ଦମ୍ପତିଙ୍କ ମନରେ ଇଚ୍ଛା ଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଦମ୍ପତି ଏହି ସୁଖରୁ ବଚିଂତ ହୁଅନ୍ତି ଏବଂ ସମାଜ,ପରିବାରରୁ ବିଭିନ୍ନ ଗଞ୍ଜଣା ଶୁଣନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ କୋଳରେ ପିଲାଟିଏ ନ ଆସିବାର ଦୁଃଖ ଜଣେ ମା’ଠାରୁ ଅଧିକ କିଏ ବା…