Daily Archives

January 31, 2019

ବଜେଟ ଉପସ୍ଥାପନର ଦିନକ ପୂର୍ବରୁ ସେୟାର ବଜାରରେ ବୃଦ୍ଧି ପାଇଲା କାରବାର ! ଡଲାର ତୁଳନାରେ ବୃଦ୍ଧି ହେଲା ଟଙ୍କାର ମୁଲ୍ୟ…

ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ଦେଶର ସେୟାର ବଜାରରେ କାରବାର ଆରମ୍ଭରୁ ବୃଦ୍ଧି ପାଇଛି । ସପ୍ତାହର ଚତୁର୍ଥ ଦିନ କାରବାର ଆରମ୍ଭରୁ ସେନସେକ୍ସ ୨୦୦ ଅଙ୍କ ବଢି ୩୫,୭୫୦ ଟପିଛି । ସେହିପରି ନିଫଟିରେ ୫୦ ଅଙ୍କ ବୃଦ୍ଧି ଘଟି ୧୦,୭୦୦ ରେ ପହଂଚିଛି । କାରବାର ଆରମ୍ଭରେ ଯେଉଁ ସେୟାରରେ…

ବେଆଇନ ଭାବେ ବିଦେଶୀଙ୍କୁ ରହିବାରେ କରୁଥିଲେ ସହାୟତା, ୮ ଭାରତୀୟ ଛାତ୍ର ଗିରଫ

ନକଲି ବିଶ୍ୱ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇଥିବା ଅଭିଯୋଗରେ ୮ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦାସଂସ୍ଥା ଦ୍ୱାରା ଗିରଫ କରାଯିବା ପରେ ଭାରତରୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀ ଅପରାଧିକ ମାମଲାରେ ସମ୍ମୁଖୀନ ହୋଇଛନ୍ତି । …

ଟଙ୍କା ଦାନ କଲେ ସିମ୍ବା ଟିମ୍ ! ସିନେମା ସିମ୍ବାରୁ ହୋଇଥିବା ଲାଭରୁ ୫୧ ଲକ୍ଷ ଟଙ୍କା ଦାନ କଲେ ନିର୍ଦ୍ଦେଶକ ।

କିଛି ଦିନ ତଳେ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ନିର୍ମାତା ସେନାର ବିଧବା କଲ୍ୟାଣ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିଲେ । ଯାହା ପରେ ଏପରି ପଦକ୍ଷେପକୁ ଅନେକ ପ୍ରଶଂସା କରାଯାଇଥିଲା । ଏବେ ସେଭଳି କିଛି ରୋହିତ୍ ସେଟ୍ଟୀ କରିଥିବା ଜଣା ପଡ଼ିଛି । ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ…

ଫେରିବ ପ୍ରଭାବଶାଳୀ ଓ ବଡବଡିଆଙ୍କ ଆକାଉଂଟକୁ ଭୁଲରେ ଯାଇଥିବା କାଳିଆ ଟଙ୍କା ! ସୂଚନା ଦେଲେ କୃଷି ସଚିବ ସୌରଭ ଗର୍ଗ

କନକ ବ୍ୟୁରୋ : ଚାଷୀଙ୍କ ଆକାଉଂଟକୁ ଆସଯାଇଛି କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଛି ଟଙ୍କା । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଂଚିଯାଇଛି । ହେଲେ ଏବେ କିଛି ଆକାଉଂଟରୁ ଟଙ୍କା ଫେରିବ ବୋଲି କୁହାଯାଉଛି । କାହା…

ଏଭଳି ଭୁଲ କଲେ କେବେ ବୁକ୍ କରିପାରିବେନି Uber, ଜୀବନସାରା ଲାଗିଯିବ ବ୍ୟାନ୍ । ଉବର ଜାରି କଲା ନୂଆ ଗାଇଡଲାଇନ୍

ଆଜିକାଲି ଉବର ଟେକ୍ସି ସେବା ବଡ ସହରର ଲାଇଫ୍ ଲାଇନ୍ ହୋଇସାରିଛି । କିନ୍ତୁ ଯଦି ଆପଣ ନିଜ ଉବର କ୍ୟାବ୍ ଡ୍ରାଇଭର ସହିତ ବଦମାସୀ କରିବେ, ତେବେ ଆପଣ କେବେ ବି ଏହି ସେବା ବ୍ୟବହାର କରିପାରିବେ ନାହିଁ । ଉବର ଏକ ନୂଆ କମ୍ୟୁନିଟି ଗାଇଡଲାଇନ୍ ଜାରି କରିଛି, ଯାହା ହିସାବରେ ଯଦି ଆପଣ ଡ୍ରାଇଭର…

ବ୍ୟାଙ୍କ୍ ଭିତରେ ସ୍ପାଇଡରମ୍ୟାନ୍ ! ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧି ବ୍ୟାଙ୍କ ଗଲେ କର୍ମଚାରୀ ।

ସାଧାରଣତଃ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ଆପଣ ବ୍ୟାଙ୍କ୍ ଭିତରେ ଖୁବ୍ ସାଧାସିଧା ପୋଷାକରେ ଦେଖିଥିବେ। କେବେ କୌଣସି ବ୍ୟାଙ୍କ୍ କର୍ମଚାରୀଙ୍କୁ ଅଦ୍ଭୂତ ଶୈଳୀର ପୋଷାକ ପିନ୍ଧିଥିବାର ଦେଖିଛନ୍ତି ? ମାତ୍ର ନିକଟରେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ପଛର ପୂରା କଥା…