Daily Archives

January 18, 2019

ଲଦାଖରେ ହିମସ୍ଖଳନ ଘଟି ୫ମୃତ ! ଏବେ ବି ୫ଜଣ ନିଖୋଜ,ବରଫ ଭିତରେ ଚାଲିଛି ସେନାର ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର ଲଦାଖ ଅଂଚଳରେ ହିମସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ହିମସ୍ଖଳନରେ ଗାଡି ଗୁଡିକ ପୋତି ହୋଇଯାଇଥିବା ବେଳେ ଏଥିରେ ୧୦ଜଣ ପର୍ଯ୍ୟଟକ ରହିଥିଲେ । ଘଟଣା ସର୍ମ୍ପକରେ ଖବର ପାଇବା ପାଇଁ ଭାରତୀୟ ସେନା ପହଂଚି ଉଦ୍ଧାର…

‘ଜନ-ଗଣ-ମନ’କୁ କିଭଳି ମିଳିଥିଲା ରାଷ୍ଟ୍ରୀୟ ସଙ୍ଗୀତର ମାନ୍ୟତା ? ଯାହା ଏବେବି ପ୍ରତିଟି ଭାରତୀୟଙ୍କୁ ଏକତା ସୂତ୍ରରେ…

୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱଦରବାରରେ ପରିଚିତି ପାଇଥିଲା । କିନ୍ତୁ ତାର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୪ ଜାନୁୟାରୀ ୧୯୫୦ରେ ‘ଜନ-ଗଣ-ମନ’କୁ ଭାରତର ଜାତୀୟ ସଂଗୀତ ଭାବେ ମାନ୍ୟତା ଦିଆଯାଇଥିଲା । ଏହି ଜାତୀୟ ସଂଗୀତକୁ  ପ୍ରତିବର୍ଷ …

ଭାରତର ଗର୍ବ ଓଗୌରବ ଜାତୀୟ ପତାକା ବିଷୟରେ କିଛି ରୋଚକ ତଥ୍ୟ

ଚଳିତ ବର୍ଷ ପାଳିତ ହେବାକୁ ଯାଉଛି ୭୦ ତମ ସାଧାରଣତନ୍ତ୍ର ଦିବସ। ଏହି  ଅବସରରେ ସମଗ୍ର ଭାରତରେ ଉତ୍ତୋଳନ କରାଯିବ ତ୍ରିରଙ୍ଗ ପତାକା । ଏହି ନିମ୍ନ ଭାଗରେ ସବୁଜ, ମଝିରେ ଧଳା ଓ ଉପରେ ନାରଙ୍ଗୀ ବର୍ଣ୍ଣ ଥିବା ଏହି ତ୍ରିରଙ୍ଗ ପତାକାକୁ ଆମେ ଜାତୀୟ ପତାକା ବୋଲି କହୁ । • ଏହି ପତାକାର…

ଭାରତୀୟ ସେନାଙ୍କ ପାଇଁ ସତର୍କ ଚେତାବନୀ ! ନିର୍ବାଚନୀ ବର୍ଷର ଫାଇଦା ଉଠାଇବା ପାଇଁ ପୁଣି ଡୋକଲାମରେ ଷଡ଼ଯନ୍ତ୍ର ରଚୁଛି…

କନକ ବ୍ୟୁରୋ : ଡୋକଲାମରେ ପୁଣି ଥରେ ପୁରୁଣା ଷଡ଼ଯନ୍ତ୍ର ରଚୁଛି ଚୀନ୍ । ଚୀନ୍ ଡୋକଲାମରେ ନିଜ ସୈନିକ ସଂଖ୍ୟା ଦୁଇଗୁଣା କରିଦେଇଛି । ଚୀନ ଭାବୁଛି ନିର୍ବାଚନୀ ବର୍ଷରେ ଭାରତ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଆଉ ଆଉର ଏହାର ସୁବିଧା ଉଠାଇବା ପାଇଁ ପୁରା ପ୍ରସାୟ କରୁଛି ଚୀନ୍ । ଏପରିସ୍ଥଳେ ଭାରତ…

ବିରାଟ ବାହିନୀର ବିରାଟ ବିଜୟ ! ଅଷ୍ଟ୍ରେଲିଆରେ କଙ୍ଗାରୁ ଶିକାର କଲା ଟିମ୍ ଇଣ୍ଡିଆ, ଶେଷ ଦିନିକିଆରେ ୭ ୱିକେଟରେ ଜିତି…

କନକ ବ୍ୟୁରୋ : ଟେଷ୍ଟ ପରେ ଦିନିକିଆରେ ଇତିହାସ ରଚିଲା ଭାରତ । ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ମାତ ଦେବା ସହ ୨-୧ରେ ସିରିଜ କବଜା କରିଛି ବିରାଟ ବାହିନୀ । ଏହା ସହ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ନିଜ ନାମରେ କରିଛି…

ଭାରତରେ ଗଣତନ୍ତ୍ର ପ୍ରଣୟନ ହେବା ପୂର୍ବରୁ କେଉଁ ସମ୍ବିଧାନ ଅନୁସାରେ ଦେଶରେ ଶାସନ ଚାଲିଥିଲା?

ଭାରତରେ ପ୍ରଥମେ ଇଂରେଜମାନେ ଶାସନ କରୁଥିଲେ । ଇତିହାସରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭାରତକୁ ଇଂରେଜମାନେ ବ୍ୟବସାୟ କରିବା ପାଇଁ ଆସିଥିଲେ । ନିୟମଅନୁସାରେ କୌଣସି ଦେଶକୁ ଆମେ ମାନେ ବ୍ୟବସାୟ କରିବା ପାଇଁ ଗଲେ ସେଠାକାର ସରକାରଙ୍କଠାରୁ ଅନୁମତି ନେବା ନିହାତି ଦରକାର । ତେଣୁ…