Daily Archives

January 11, 2019

ବୈତରଣୀ ନଦୀରେ ଭାସୁଛି ୩୦ ଫୁଟର ମଲା ତିମି ! ମୃତ୍ୟୁର କାରଣ ଅସ୍ପଷ୍ଟ, ଏତେବଡ ତିମି ଦେଖି ତାଜୁବ ହେଲେ ସ୍ଥାନୀୟ…

କନକ ବ୍ୟୁରୋ : ବୈତରଣୀରେ ଭାସୁଛି ମଲା ତିମି । ଭିତରକନିକା ଜାତୀୟ ଉଦ୍ୟାନ ନିକଟସ୍ଥ ଅହିରାଜପୁର ଗାଁ ପାଖ ବୈତରଣୀ ନଦୀରୁ ତିମିର ମୃତଦେହ ଉଦ୍ଧାର କରାଯାଇଛି । ମୃତ ତିମିଟି ୩୦ ଫୁଟ ଲମ୍ବର ବୋଲି ଅନୁମାନ କରାଯାଉଛି । ତେବେ ଏତେବଡ ତିମିର ମୃତଦେହ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ…

ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା ! କଂଗ୍ରେସର ଅଭିଯୋଗ ASO ପରୀକ୍ଷା ପାଇଁ ହୋଇଛି ଫିକ୍ସିଂ, ପରୀକ୍ଷା ବାତିଲ୍…

କନକ ବ୍ୟୁରୋ: ସରକାରୀ ଚାକିରୀକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ରାଜ୍ୟ ସରକାର ସରକାରୀ ଚାକିରୀକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀମାନଙ୍କ ଭାଗ୍ୟ ସହ ଖେଳୁଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ…

ଭାରତର ସବୁଠୁ ଧନୀ ଗାଁ ! ଯେଉଁଠି ଗ୍ରାମବାସୀଙ୍କ ପାଇଁ ବଡ ବଡ ରେଷ୍ଟୁରାଣ୍ଟ ସହ ରହିଛି ୧୨ରୁ ଅଧିକ ବ୍ୟାଙ୍କ୍

ଏବେ ଲୋକ ମାନେ ଗାଁ ଅପେକ୍ଷା ସହରରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଗୁଜରାଟରେ ଏମିତି ଏକ ଗାଁ ଅଛି ଯାହା ଯେଉଁଠିକୁ ଗଲେ ଆପଣ ସହରରେ ରହିବା କଥା ମଧ୍ୟ ଭୁଲିଯିବେ । କାରଣ ଏହି ଗାଁରେ ଯେଉଁ ସୁବିଧା ସୁଯୋଗ ରହିଛି ତାହା କୌଣସି ସହର ଠାରୁ ମଧ୍ୟ କମ ନୁହେଁ । ସେହିଭଳି ଏକ ଗାଁ…

କେନ୍ଦ୍ରାପଡା ହୁକିଟୋଲା ଡଙ୍ଗାବୁଡି ଘଟଣା ପରେ ବି ଚେତିନି ପ୍ରଶାସନ : ଏବେ ବି ମହାକାଳପଡା ଫେରିଘାଟରେ ବିପଦପୂର୍ଣ୍ଣ…

କନକ ବ୍ୟୁରୋ : ମହାକାଳପଡା ବ୍ଲକ ନିପାଣିଆ ନୈାକା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ପରେ ବି ଚେତିନି ପ୍ରଶାସନ । ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ପାରି ହେଉଛନ୍ତି ଦୈନିକ ହଜାର ହଜାର ଯାତ୍ରୀ । ଲାଇଫ ଜ୍ୟାକେଟ ଅଛି କିନ୍ତୁ ଦେଖାଇବା ପାଇଁ । ସୁରକ୍ଷା ଉପକରଣ ବିନା ଡଙ୍ଗା ଚାଲୁଥିଲେ ମଧ୍ୟ…

ଦୁଇ ଦିନିଆ ଦୁବାଇ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ! ବିମାନ ବନ୍ଦରରେ ଜବରଦସ୍ତ କ୍ରେଜ୍, ସେପଟେ ପ୍ରବାସୀ ଭାରତୀୟଙ୍କୁ…

କନକ ବ୍ୟୁରୋ : ଦୁଇ ଦିନିଆ ଦୁବାଇ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରବାସୀ ଭାରତୀୟ ବ୍ୟବସାୟୀଙ୍କୁ ସମ୍ବୋଧିତ କରିଛନ୍ତି । ସେମାନଙ୍କୁ ପ୍ରଶଂସା କରିବାକୁଯାଇ ରାହୁଲ କହିଛନ୍ତି ଯେ ସାରା ବିଶ୍ୱରେ ସେମାନେ ଭାରତର ନାଁ ରଖିଛନ୍ତି । ସେଠାରେ ରାହୁଲ ଏହା ମଧ୍ୟ କହିଛନ୍ତି ଯେ…

୨୦୧୯ ନିର୍ବାଚନ ପାଇଁ ସରଗରମ ରାଜନୈତିକ ପାଣିପାଗ : ବିଜେଡି, ବିଜେପି ଓ କଂଗ୍ରେସର ପୋଷ୍ଟର ୱାର

କନକ ବ୍ୟୁରୋ : ନୂଆବର୍ଷରେ ଅଭିନନ୍ଦନ ପୋଷ୍ଟର-ବ୍ୟାନରକୁ ନେଇ ଯାଜପୁର ଧର୍ମଶାଳାରେ ଜୋର ଧରିଛି ରାଜନୀତି । ସାଧାରଣରେ ନିର୍ବାଚନର ଭ୍ରମ ସୃଷ୍ଟି ହୋଇଛି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଅଭିନନ୍ଦନର ବାର୍ତ୍ତା ଦେଉଥିବା ବେଳେ ବିଜେପି ଓ କଂଗ୍ରେସ ଦେଉଛନ୍ତି…