Daily Archives

January 9, 2019

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ରାହୁଲ ! ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ, ୨ ଲକ୍ଷ…

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତର ଫୋକସରେ ରହିଛି ଉପକୂଳ ଓଡ଼ିଶା । କଟକରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସମାବେଶରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବାର ଯୋଜନା ରଖିଛି କଂଗ୍ରେସ । ଆଉ ରାହୁଲ ଗାନ୍ଧୀଙ୍କ ଏହି…

କାଳିଆ ଯୋଜନାରେ ସାମିଲ ହେବାକୁ କେମିତି ଆବେଦନ କରିବେ ଚାଷୀ ! ଜାଣନ୍ତୁ କେଉଁଠୁ ଚାଷୀ ପାଇବେ ସବୁଜ ଫର୍ମ?

କନକ ବ୍ୟୁରୋ : କାଳିଆ ଯୋଜନାକୁ ନେଇ ସାରା ରାଜ୍ୟରେ କନଫ୍ୟୁଜନ ।  କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିବା ପରେ ଗାଁ ଗାଁରେ କାଳିଆ ଯୋଜନାରେ ଆବେଦନ ପାଇଁ ଆବଶ୍ୟକୀୟ ଫର୍ମ ପାଇଁ ଗଣ୍ଡଗୋଳ ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏବେ ଏଭଳି ଘଟଣା ଦେଖିବାକୁ…

ପେଟିଏମ୍ ବ୍ୟବହାର କରୁଥିଲେ ସାବଧାନ ? ନକଲି ଆପ୍ ଜରିଆରେ ହେଉଛି ଠକେଇ . .

ବିମୁଦ୍ରକାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ନେଣଦେଣ ଉପରେ ଅଧିକ ଜୋର ଦେଇଥିଲେ । ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ପାଇଁ ଜନସାଧାରଣଙ୍କୁ ଅନ ଲାଇନ୍ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ସୁଯୋଗ ଅଣାଯାଇଥିଲା । ସେଥିମଧ୍ୟରୁ ପେଟିଏମ ଅନ୍ୟତମ । ବର୍ତ୍ତମାନ ସମୟରେ ପ୍ରାୟ…

ବଢିଲା କାଳିଆ ଆବେଦନ ଅବଧି ! ଜାନୁଆରୀ ୧୦ ପରିବର୍ତ୍ତେ ୧୫କୁ ଘୁଞ୍ଚିଲା ‘କାଳିଆ’ ଆବେଦନର ତାରିଖ ।

‘କାଳିଆ’ ଯୋଜନାରେ ଆବେଦନ ଫର୍ମ ଦାଖଲ କରିବାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ ମାନଙ୍କ ସହ କାଳିଆ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି…

ପ୍ରତିଭା ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା ! ଦିବ୍ୟାଙ୍ଗ ହୋଇ ବି ଖୁବ ସୁନ୍ଦର ଚିତ୍ର ଆଙ୍କିପାରନ୍ତି ବାଲେଶ୍ୱର…

କନକ ବ୍ୟୁରୋ : ଅକ୍ଷମ ହୋଇ ବି ସକ୍ଷମ । ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ ଅଭିଶାପ ପାଲଟିଯାଏ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । ତେବେ ସବୁ ମିଣିଷ ସମାନ ନୁହଁନ୍ତି । ଏକଥା ପ୍ରମାଣଇତ କରିଛନ୍ତି…

ଅର୍ଥ କମିଶନଙ୍କ ମୁହଁରେ ‘କାଳିଆ’ ପ୍ରଶଂସା । କହିଲେ , କୃଷକଙ୍କ ପାଇଁ ସବୁଠାରୁ ସର୍ବୋତ୍ତମ ଯୋଜନା ।

କନକ ବ୍ୟୁରୋ:’ କାଳିଆ’ ଯୋଜନାକୁ ନେଇ ରାଜ୍ୟ ରାଜନୀତିରେ ହଡ଼କମ୍ପ ସୃଷ୍ଟି ହେଉଥିବାବେଳେ ଅର୍ଥ କମିଶନ ଅଧ୍ୟକ୍ଷ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି । ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦ କିଶୋର ସିଂହଙ୍କ କହିବା ମୁତାବକ ‘କାଳିଆ’ ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କ ପାଇଁ ସର୍ବକୃଷ୍ଠ…