Daily Archives

November 19, 2018

ରାଜ୍ୟରେ ବୃଦ୍ଧି ପାଉଛି ମଦ ବେପାର । ବଢୁଛି ବିଦେଶୀ ମଦର ଚାହିଦା ।

କନକ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ମଦର ଚାହିଦା । ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ କେତେ ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା । ବିଗତ ୧୦ ବର୍ଷ ଧରି ରାଜ୍ୟରେ କେଉଁ ମଦରେ ଚାହିଦା ବୃଦ୍ଧି…

ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ । ସହର କାନ୍ଥରେ ଥ୍ରିଡ଼ି ପେଣ୍ଟ୍

କନକ ବ୍ୟୁରୋ : ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର ।  ଚାରିଆଡେ ଝଲସୁଛି ଭୁବନେଶ୍ୱର । ସବୁ କିଛି ଲାଗୁଛି ନୂଆ ନୂଆ । ସହରର ସୌନ୍ଦର୍ଯ୍ୟକରଣ କାମ ଜୋରସୋର ଚାଲିଛି । ରାଜାଧାନୀର କାନ୍ଥ ଠାରୁ ଆରମ୍ଭ କରି ରାଜରାସ୍ତା ସବୁଆଡ଼େ ଚାଲିଛି କାମ । ରଙ୍ଗ ବେରଙ୍ଗର ଚିତ୍ର,…

କାଳର କରାଳ ମୁହୂର୍ତ୍ତ ଆଣିଲା ହିଂସା ! ପୋଲିସ-ଜନତା ସଂଘର୍ଷ, ସରକାରୀ ଗାଡି ଜାଳିଲେ ‘ଗାଜା’ ପ୍ରଭାବିତ ।

ତାମିଲନାଡୁରେ ଆସିଥିବା ଭୟଙ୍କର ସାମୁଦ୍ରିକ ଝଡ ‘ଗାଜା’ ଚାଲିଯାଇଛି ସତ କିନ୍ତୁ କାଳର ସେହି କରାଳ ମୁହୂର୍ତ୍ତ ଉଜାଡିଦେଇଛି ସବୁକିଛି । ଝଡ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ କ୍ଷତି ହୋଇଛି ଅନେକ ଧନଜୀବନ । ଆଉ ଏବେ ସରକାରଙ୍କ ପାଇଁ ବଡ କଷ୍ଟକର ହୋଇପଡିଛି ଉଦ୍ଧାରକାର୍ଯ୍ୟ…

ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର ! ରାସ୍ତା ଓ ପୋଲ ନଥିବାରୁ କାଠଗଣ୍ଡି ସାହାଯ୍ୟରେ ନାଳ ପାରି ହେଉଛନ୍ତି ଆଦିବାସୀ…

କନକ ବ୍ୟୁରୋ : ଗାଁ ଗାଁ ରେ ହେବ ବିକାଶ । ବିକଶିତ ହେବ ଗାଁ । ଆଉ ଏଥିପାଇଁ ସରକାର ଯୋଜନା ପରେ ଯୋଜନା କରିଛନ୍ତି । ଗାଁର ଉନ୍ନତି ସକାଶେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ । ତଥାପି ନା ବଦଳୁଛି ଦୂରବସ୍ଥା ନା ବଦଳୁଛି ଗ୍ରାମାଂଚଳ ମାନଚିତ୍ର । ଏବେ ବି ଅଭିଶପ୍ତ ଜୀବନ ବିତାଉଛନ୍ତି ପାହାଡି…

ଭିଜିଲାନ୍ସ ଜାଲରେ ତଳିଆ କର୍ମଚାରୀ ! ଓଡ଼ିଶାରେ କିଏ ଅଧିକ ଦୁର୍ନୀତିଗ୍ରସ୍ତ?

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରଙ୍କ ତୃତୀୟ ଶ୍ରେଣୀର କର୍ମଚାରୀ । ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଧରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ହେଉ କି ଲାଂଚ ନେଉଥିବା ଅଭିଯୋଗରେ ହେଉ ଭିଜିଲାନ୍ସ ଜାଲରେ ଛନ୍ଦିହୋଇଯାଉଛନ୍ତି…

ଓଡିଶାର ୮ଟି ଜିଲ୍ଲାରେ ରହିଛି ସୁନାଖଣି! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ମିଳିଛି ସୁନାର ସନ୍ଧାନ

କନକ ବ୍ୟୁରୋ : ଗୋଟିଏ ପଟେ ସୁନାର ଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଓଡିଶାରେ ମଧ୍ୟ ରହିଛି ସୁନାଖଣି । ଗୋଟିଏ କି ଦୁଇଟି ନୁହେଁ ୮ଟି ସ୍ଥାନରେ ସୁନା ଥିବାର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି…