Daily Archives

November 17, 2018

ବ୍ୟବସ୍ଥିତ ବାଲିଯାତ୍ରା ପାଇଁ ପଦକ୍ଷେପ । ଚଳିତ ବର୍ଷ ପାର୍କିଂ ସ୍ଥାନରୁ ବାଲିଯାତ୍ରା ପଡ଼ିଆ ମଧ୍ୟକୁ ‘ପେଡ୍ ବସ୍…

କନକ ବ୍ୟୁରୋ: ବାଲିଯାତ୍ରାକୁ ନେଇ ତୁଟିଲା ଷ୍ଟଲ ଆବଣ୍ଟନ ବିବାଦ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ଦୋଳି ଓ ପ୍ଲଟ ଆବଣ୍ଟନ ନେଇ ଲାଗି ରହିଥିଲା ବିବାଦ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳି ସହ ସମସ୍ତ ଷ୍ଟଲ ଲାଗିବ ବୋଲି କହିଛନ୍ତି ଜିଲ୍ଲାପାଳଳ । ଏହି ବିବାଦର ସମାଧାନ ହୋଇଥିବା କହିଲେ…

ଆସିଲା ଇଂଟରଆକ୍ଟିଭ ଏଟିଏମ କାର୍ଡ: ସ୍ୱାଇପ୍ ନୁହେଁ ବରଂ ସୁଇଚ୍ ଟିପିବା କ୍ଷଣି ହେବ ସବୁ କାମ, ଏଟିଏମରୁ ମନ ମୁତାବକ…

ଡିଜିଟାଲାଇଜେସନ ହେଉଛି ସାରା ଭାରତ । ଦିନକୁ ଦିନ ଡିଜିଟାଲ ବ୍ୟାଙ୍କିଂ ଆଗକୁ ଅଗ୍ରସର ହେଉଛି ଦେଶ । ଆଉ ଏମାନଙ୍କ ମଧ୍ୟରେ ଆଗ ଧାଡିରେ ରହିଛି ବ୍ୟାଙ୍କ । ଅଧିକାଂଶ ବ୍ୟାଙ୍କ ଏଥିପାଇଁ ନିଜର ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ବି ଲଗାତର ଭାବରେ ନୂଆ ନୂଆ ଫିଚର୍ସ ଯୋଡୁଛନ୍ତି, ଯାହାଦ୍ୱାରା…

ଝାଳରୁ ଜାଣନ୍ତୁ ଆପଣ ଡାଇବେଟିସରେ ଆକ୍ରାନ୍ତ କି ନୁହେଁ? ସମୟ ପୂର୍ବରୁ ହୁଅନ୍ତୁ ସତର୍କ

ଆଜିର ଦିନରେ ବହୁତ କମ ବୟସରେ ହିଁ ଲୋକେ ଡାଇବେଟିସ ଭଳି ରୋଗର ଶିକାର ହେଉଛନ୍ତି । ଯେଉଁ କାରଣରୁ ଲାଇଫଷ୍ଟାଇଲ ଏବଂ ସ୍ୱାସ୍ଥ୍ୟର ସଠିକ ତରିକାରେ ଧ୍ୟାନ ରଖିବା ଉଚିତ । ଏଭଳି ପରିସ୍ଥିତିରେ ବହୁତ ଜରୁରୀ କି ଆମେ ଆମର ଖାଇବା ପିଇବା ଉପରେ ଧ୍ୟାନ ରଖିବା । ଯାହାଦ୍ୱାରା ଏଭଳି ରୋଗରୁ ଆମେ ରକ୍ଷା…

ଅଭିଜିତ ଆୟାରଙ୍କୁ ଦଣ୍ଡ ବିଧାନ ନେଇ ଗୃହ କମିଟିରେ ଭିନ୍ନ ମତ: ପ୍ରଦୀପ ପୁରୋହିତ କହିଲେ, ହେଉଛି ମାତ୍ରାଧିକ…

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ ଦଣ୍ଡବିଧାନ ନେଇ ଗୃହ କମିଟିରେ ପ୍ରକାଶ ପାଇଛି ଭିନ୍ନ ମତ । ବିଜେପି ବିଧାୟତ ତଥା ଗୃହ କମିଟିର ସଦସ୍ୟ ଥିବା ପ୍ରଦୀପ ପୁରୋହିତ କହିଛନ୍ତି ଅଭିଜିତଙ୍କ ବିରୋଧରେ ନିଆଯାଉଛି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କ୍ଷମା ମାଗିବା ପରେ ତାଙ୍କୁ ଛାଡି ଦିଆଯିବ ବୋଲି…

#ଡାହା ମିଛ । କୋଣାର୍କକୁ ଅସହାୟ କରିଦେଲା କି ଏଏସଆଇ ?

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । କନକ ବ୍ୟୁରୋ: ଏବେ ଯାହା ମୁହଁ ରେ ଶୁଣିବ କେଵଳ ଗୋଟିଏ କଥା। ସଂକଟରେ ସୂର୍ଯ୍ୟ ମନ୍ଦିର। ବିଶ୍ୱର ଐତିହ୍ୟ ମଧ୍ୟରୁ କୋଣାର୍କ ସୂର୍ଯ୍ୟ…

ଅପରାଜିତା ଜାତୀୟ ଦଳରେ ସାମିଲ ହେଲେ ଆଂଚଳିକ ଦଳ ଉପରେ ପଡିବନି ପ୍ରଭାବ : ବିଜେଡି

କନକ ବ୍ୟୁରୋ : ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଚର୍ଚ୍ଚା ଅନୁସାରେ ରାଜ୍ୟ ରାଜନୀତିରେ ଏକ ବଡ ଭୂମିକାରେ ଅସିବାକୁ ଯାଉଛନ୍ତି ଏହି ପ୍ରଶାସନିକ ଅଧିକାରୀ । ତେବେ ଏନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି…