Daily Archives

November 10, 2018

ବିବାହ ପାଇଁ ଇଟାଲୀ ଅଭିମୁଖେ ଦିପ୍-ବୀର ! ଏୟାରପୋର୍ଟରେ ଧଳା ପୋଷାକରେ ଦୁହିଁଙ୍କୁ କରାଗଲା ସ୍ପଟ୍ ।

ବଲିଉଡର ହଟ୍ କପୁଲ ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ବନ୍ଧନର ବାନ୍ଧି ହେବା ଲାଗି ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏ ଦୁହେଁ ନଭେମ୍ବର ୧୪ ଓ ୧୫ ତାରିଖରେ ବାହା ହେବେ। ଆଜି ବଡି ଭୋର ସମୟରେ ସେ ଦୁହିଁଙ୍କୁ ନିଜ ନିଜ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।…

ଷ୍ଟାର କିଡ୍ ମନାଇଲେ ଭାଇଦୂଜ । ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନଙ୍କ ପ୍ରଥମ ଫଟୋ

ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପୁଅ ଜୈନ କପୁରଙ୍କ ପ୍ରଥମ ଝଲକ ଦେଖିବା ପାଇଁ ସାହିଦଙ୍କ ଫ୍ୟାନ୍ସ ଦୀର୍ଘ ସମୟ ହେବ ଅପେକ୍ଷା କରି ରହିଥିଲେ । ଭାଇଦୂଜ ଅବସରରେ ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ୨ ମାସର ହୋଇଥିବା ଜୈନର ପ୍ରଥମ ଝଲକ ଦେଖାଇଛନ୍ତି ଓ ଜୈନଙ୍କ ଫଟୋ ସୋସିଆଲ ମିଡିଆରେ…

ଦୂର ହେବ ରେଳଯାତ୍ରୀଙ୍କ ଅଭିଯୋଗ ! ଟ୍ରେନରେ ମିଳିବ ପୌଷ୍ଟିକ ଆହାର

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଭାରତୀୟ ରେଳବାଇଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା । ଅନେକ ଦିନର ଅଭିଯୋଗ ଦୂର ହେବ । ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ ପୌଷ୍ଟିକ ଆହାର । ସ୍ୱର୍ଣ୍ଣିମ ଓ ଉତ୍କୃଷ୍ଟ ଯୋଜନା ଅନୁସାରେ ରେଳ କୋଚର ଚେହେରା ମଧ୍ୟ ବଦଳିଯିବ । ଅନ୍ୟପଟେ…

ଥାନାରେ କୋଣାର୍କ ମୂର୍ତ୍ତି ଗାଏବ ମାମଲା : ମରାମତି ଆଳରେ ମୁଖଶାଳାରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଲୁଟ୍ ଅଭିଯୋଗ

କନକ ବ୍ୟୁରୋ : କୋଣାର୍କ ମନ୍ଦିର ବିରୋଧରେ ବଡ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କୋଣାର୍କ ସୁରକ୍ଷା ସମିତି । ମନ୍ଦିର ମୁଖଶାଳାରୁ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବଦଳରେ ସାଧା ପଥର ଲାଗିବା ଘଟଣାକୁ ନିନ୍ଦା କରିବା ସହ ଥାନାରେ ଏତଲା ଦେଲା ସମିତି । ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ…

ହୀରାକୁଦ ରିଜର୍ଭରରେ ମାଛ ଚାଷ କରିବେ ମାଛଚାଷୀ : ରାଜ୍ୟ ସରକାରଙ୍କ ସହ ଚୁକ୍ତି କଲେ ସମ୍ବଲପୁର, ଝାରସୁଗୁଡା ଓ ବରଗଡର ୫…

କନକ ବ୍ୟୁରୋ : ହୀରାକୁଦ ରିଜଭର ଭିତରେ ଚାଲିଛି ମାଛଚାଷ । କେଜ୍ ପ୍ରଣାଳୀରେ ଚାଲିଛି ମାଛଚାଷ । ଆଗକୁ ମଧ୍ୟ ଏହି ଚାଷ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟ ସରକାର ଓ ୫ଟି ସମବାୟ ସମିତି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁୁଭ ଉଦଘାଟନ…

୪ ମାସର ବୈବାହିକ ଜୀବନରେ ପଡିଲା ଭଟ୍ଟା । ସଇତାନ ସାଜିଲା ସ୍ୱାମୀ । ଯୌତୁକ ଦାବିରେ ତଂଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗ

କନକ ବ୍ୟୁରୋ: ନାରୀ ସୁରକ୍ଷା ଓ ନାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ଏବେ ବି ଅନେକ କ୍ଷେତ୍ରରେ ନାରୀ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗାଁର ଲକ୍ଷ୍ମୀପ୍ରିୟା…