Daily Archives

November 10, 2018

ଚଳନ୍ତା ଟ୍ରେନରେ ସିଗାରେଟ୍ ପିଇବାକୁ ବାରଣ କଲେ ଗର୍ଭବତୀ ମହିଳା, ତାଙ୍କର ଏମିତି ଦୁର୍ଦ୍ଦଶା କଲେ ଯୁବକ

ଜାଲିୟାଁୱାଲାବାଗ ଏକ୍ସପ୍ରେସରେରେ ଜଣେ ମହିଳାଙ୍କ ଗଳା ଚିପି ହତ୍ୟା କରିବାର ଗମ୍ଭୀର ମାମଲା ସାମନାକୁ ଆସିଛି । ଚଳନ୍ତା ଟ୍ରେନରେ ଜଣେ ଗର୍ଭବତୀ ମହିଳା ଯାତ୍ରୀ ତାଙ୍କ ସହ-ଯାତ୍ରୀଙ୍କୁ ସିଗାରେଟ୍ ପିଇବାକୁ ବାରଣ କରିବାରୁ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।…

କିଏ ନେଇଗଲା କୋଣାର୍କର କାରୁକାର୍ଯ୍ୟ ଭରା ପଥର ଖୋଦିତ ମୂର୍ତ୍ତି ? ଭାସ୍କର୍ଯ୍ୟ ବଦଳରେ ଲାଗିଛି ସାଧା ପଥର, ମରାମତି…

କନକ ବ୍ୟୁରୋ : କିଏ ନେଇଗଲା ବିଶ୍ୱପ୍ରସିଦ୍ଧ କୋଣାର୍କର କଳାକୃତି? ସୂର୍ଯ୍ୟମନ୍ଦିର କାନ୍ଥରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ହୋଇଯିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି । କୋଣାର୍କର ରକ୍ଷଣାବେକ୍ଷଣ କରୁଥିବା ଏଏସ୍ଆଇ ଯୁକ୍ତି ବାଢିଛି, ଯେଉଁ ପଥର କ୍ଷତିଗ୍ରସ୍ତ ହୋଇଛି, ସେହି ସ୍ଥାନରେ…

ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଟାର୍ଗେଟ : ବିଜେପିର ଅଭିଯୋଗ, ରାଜ୍ୟ ସରକାରଙ୍କ ଯୋଗୁଁ…

କନକ ବ୍ୟୁରୋ : ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ହେବାରେ ବିଳମ୍ବ ହେଉଛି । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ଏନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ସୂଚନାଯୋଗ୍ୟ ଲୁଲୁ…

ଠଗ୍ସ ଅଫ୍ ହିନ୍ଦୋସ୍ତାନ ନାଁରେ ଦର୍ଶକଙ୍କୁ ଠକିଲା ସିନେମା ହଲ୍, ଫିଲ୍ମ ବଦଳରେ ଚାଲିଲା ଏହି ସୋ’ । ତୀବ୍ର ବିରୋଧ  କଲେ…

ରାଜସ୍ଥାନର ରାଜଧାନୀ ଜୟପୁରର ରାଜମନ୍ଦିର ସିନେମା ହଲରେ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ ଦେଖିବାକୁ ଆସିଥିବା ଦର୍ଶକଙ୍କ ସହିତ ଠକାମି ହୋଇଛି । ସିନେମା ହଲରେ ଠଗ୍ସ ଅଫ୍ ହିନ୍ଦୋସ୍ତାନ ଫିଲ୍ମ ୧୧ଟା ୪୫ରେ ସୋ’ ଥିଲା । ଯାହାକୁ ଦର୍ଶକ ଅନଲାଇନ୍ ବୁକିଂ କରିଥିଲେ । କିନ୍ତୁ ଫିଲ୍ମ ଦେଖିବାକୁ ଦର୍ଶକ…

ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ । ଦୁଇଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ମଧ୍ୟ ଆଣ୍ଡାମାନ୍‌ ସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍‌ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର…

ଭୋକ ବିକଳରେ କାନ୍ଦୁଥିଲା ଶିଶୁଟି, ମାଆ ପାଖରେ ବି ନଥିଲା କୌଣସି ବିକଳ୍ପ । ଠିକ୍ ଏତିକି ବେଳେ ଏୟାରହୋଷ୍ଟେସ…

ଫିଲିପିନ୍ସର ଏକ ଏୟାରଲାଇନରେ କାର୍ଯ୍ୟରତ ଜଣେ ଏୟାର ହୋଷ୍ଟେସ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପତ୍ରିସା ଫିଲିପିନ୍ସ ଏୟାରଲାଇନ୍ସରେ ଏୟାରହୋଷ୍ଟେସ ରୂପେ କାମ କରନ୍ତି । ଗତ ୬ ତାରିଖରେ ପତ୍ରିସାଙ୍କୁ ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ସେ…