Daily Archives

August 24, 2018

ରାକ୍ଷୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ! ବସ୍ ଏବଂ ଟ୍ରେନ ସହ ମେଟ୍ରୋ ମଧ୍ୟ ଯାତ୍ରୀମାନଙ୍କୁ ଦେଲା କିଛି ଏଭଳି ଉପହାର ।

ମହିଳାମାନଙ୍କ ପାଇଁ ରାକ୍ଷୀକୁ ଅଧିକ ସ୍ପେଶାଲ କରିବା ପାଇଁ ଭାରତୀୟ ରେଳବାଇ, ମେଟ୍ରୋ ସର୍ଭିସ ଏବଂ ବସ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳବାଇର ଦିଲ୍ଲୀ ମଣ୍ଡଳରେ ଯେଉଁଠି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଘୋଷଣା କରାଯାଇଛି ସେଠାରେ ମେଟ୍ରୋ ଟ୍ରେନ ମଧ୍ୟ…

ଜିଇଁବାର ରାହା ଯୋଗାଉଛି ଚପଲ କାରଖାନା ! ମହିଳାଙ୍କୁ ମିଳିଛି ଅର୍ଥ ରୋଜଗାରର ବାଟ

କନକ ବ୍ୟୁରୋ: ଘର ଏରୁଣ୍ଡି ଡେଇଁ ଆତ୍ମନିର୍ଭରଶୀଳ ହେଲେ ମହିଳା । ଚପଲ କାରଖାନା ଆରମ୍ଭ କରି ପରିବାରର ରୋଜଗାର ବୃଦ୍ଧିରେ ସହାୟକ ହେଲେ ମହିଳା । ଏଭଳି ଏକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ପଢନ୍ତୁ କିଭଳି ମହିଳା ଗୋଷ୍ଠୀ ଖୋଜିଛନ୍ତି ଟଙ୍କା ରୋଜଗାରର ବାଟ ...…

ଏଣିକି ସାଧାରଣ ଲୋକ ବି ଜହ୍ନ ଏବଂ ତାରା ସହ ଅତି ପାଖରୁ ନେଇପାରିବେ ସେଲଫି! ନାସା ଆଣିଲା ଦୁଇଟି ଚମତ୍କାରି ଆପ୍ ।

ଆମେରିକା ଅନ୍ତରିକ୍ଷ ଏଜେନ୍ସି ‘ନାସା’ ଦୁଇଟି ଭର୍ଚୁଆଲ ରିୟଲ୍ଟି ଆପ ଲଞ୍ଚ କରିଛନ୍ତି । ଏହି ଦୁଇଟି ଆପ୍ ମଧ୍ୟରୁ ଗୋଟିଏ ଆପ ଜରିଆରେ ୟୁଜର୍ସ ବ୍ରହ୍ମାଣ୍ଡର ସବୁଠାରୁ ସୁନ୍ଦର ସ୍ଥାନ ମାନଙ୍କରେ ସେଲ୍ଫି ନେଇପାରିବ । ଠକ ସେହି ପରି ଅନ୍ୟ ଅପ୍ ଜରିଆରେ ଏକ୍ସୋପ୍ଲାନେଟ ସିଷ୍ଟମ ଠାରୁ ଆରମ୍ଭ କରି…

‘କଳାବତୀ’ର କାହାଣୀ ! ସମ୍ବଲପୁରରେ ଚାଷ ହେଉଛି ବିରଳ କଳା ଧାନ, ଚାଉଳରେ ରହିଛି ଔଷଧିୟ ଗୁଣ, କିଲୋ ପ୍ରତି ବିକ୍ରି…

କନକ ବ୍ୟୁରୋ: ସମ୍ବଲପୁର ଯୁଯୁମରା ବୀରସିଂହପଡାରେ ଚାଷ ହେଉଛି କଳାଧନ ଚାଷ । ଧାନଗଛଠାରୁ ଆରମ୍ଭ କରି ଚାଉଳ ମଧ୍ୟ କଳା ଥିବା ବେଳେ ଏଥିରେ ଭରି ରହିଛି ଔଷଧୀୟ ଗୁଣ । ଏବେ ଏହି ଧାନ କିଲୋ ପ୍ରତି ୨ ଶହରୁ ୩ ଶହ ଟଙ୍କାରେ ବିକ୍ରି ହେଉଛି । ସମ୍ବଲପୁରରେ ହେଉଛି କଳାଧାନ ଚାଷ । ଯୁବ ଚାଷୀ ଚେତନ…

ଏଣିକି ନିଜେ ନିଜକୁ ସ୍ୱଚ୍ଛ ରଖିବ ଟଏଲେଟ ! ଆପଣ ମଧ୍ୟ ଆପଣାନ୍ତୁ ଏହି ପ୍ରକ୍ରିୟା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ଅନେକ ସ୍ତରରେ ଲୋକମାନେ ପାଳନ କରୁଥିବା ଦେଖିବାକୁ ମିଳିଛି । କିଛି ଲୋକ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର କରୁଛନ୍ତି । ଏହାରି ମଧ୍ୟରେ କପିଲ ଅଗ୍ରୱାଲ ଏବଂ…

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ…

କନକ ବ୍ୟୁରୋ: ଆଉ ଦିନକ ପରେ ସ୍ନେହ ଓ ବନ୍ଧନର ପର୍ବ ରକ୍ଷା ବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନେ୍ଧ । କିନ୍ତୁ ଯେଉଁମାନେ ଦେଶ ମାତୃକାର ସୁରକ୍ଷା ପାଇଁ ଦିନରାତି ସୀମାରେ ଶତ୍ରୁପକ୍ଷ ସହ ଲଢେଇ କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି…