Daily Archives

July 24, 2018

ଭିଡ ଭିତରେ ଏକଲା ଝିଅର ଇଜ୍ଜତ ସହ ଖେଳ ! ବାରିପଦା ରଥଯାତ୍ରା ସମୟରେ ରଥ ନିକଟରେ ଯୁବତୀଙ୍କୁ ଘେରିଗଲେ ଲମ୍ପଟ ଯୁବକ ।

କନକ ବ୍ୟୁରୋ : ବାରିପଦା ରଥଯାତ୍ରା ବେଳେ ଏକ ଅମାନବୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଭିଡ ଭିତରେ ଯୁବତୀଙ୍କୁ କରାଯାଇଛି ଅସଦାଚରଣ । ରଥଯାତ୍ରା ମେଳା ଭିତରେ ଭିଡର ସୁଯୋଗ ନେଇ କିଛି ଯୁବକ, ଯୁବତୀଙ୍କୁ ଘେରି ଅସଦାଚରଣ କରିଛନ୍ତି । ଭିଡ ଭିତରେ ଯୁବତୀଙ୍କ ଇଜ୍ଜତ ସହ ଖେଳ । ରଥ ସାମ୍ନାରେ…

ହାତରେ ଫୁଟି ରହିଥିଲା ଡାମ୍ଫଣ, ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ ! ହେଲେ ତୁରନ୍ତ ଚିକିତ୍ସା କରିବାକୁ ମନା କରିଦେଲେ…

କନକ ବ୍ୟୁରୋ : ଡାକ୍ତରଖାନାରେ ୨ ଘଂଟା ଧରି ଛଟପଟ ହେଲେ ରୋଗୀ । ୨ ଘଂଟାର ଯନ୍ତ୍ରଣା ପରେ ହାତରୁ ଡାମ୍ପଣ ବାହାର କଲେ ଡାକ୍ତର । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ମେଡିକାଲରେ । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଜାଣିଶୁଣି ତାଙ୍କୁ ଅବହେଳା କରିଥିବା ଅଭିଯୋଗ…

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ : ମୋଟ ୩୪୮ କୋଟି ପ୍ରକଳ୍ପ, ୬ ହଜାର ନିଯୁକ୍ତି…

କନକ ବ୍ୟୁରୋ: ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷରେ ହୋଇଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୪ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ୪ଟି ପ୍ରକଳ୍ପରେ ;ମୋଟ ୩୪୯ କୋଟି ନିବେଶ ସହ ୬ ଜହାର ୧୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୁଚନା ମିଳିଛି । ତେବେ ସବୁଠାରୁ ମେଗା…

ଏମିତି ଏକ ଇତିହାସ, ଆଜି ବି ମନେପଡିଲେ ଲୋମଟାଙ୍କୁରି ଉଠେ ! ୧୦୦ ଦିନରେ ୮ ଲକ୍ଷ ଲୋକଙ୍କ ହତ୍ୟାର ରହସ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକା ଦେଶ ଯାତ୍ରା କରିବା ପରେ ଏବେ ପହଞ୍ଚିଛନ୍ତି ରବାଡାରେ । ଏଠାରେ ନରେନ୍ଦ୍ର ମୋଦି ଏପରି ଏକ ସ୍ଥାନକୁ ଯାତ୍ରା କରିଥିଲେ ଯେଉଁଠାରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ଅବଶେଷ ପୋତାହୋଇ ରହିଛି । ଏହି ନରସଂହାର ୧୯୯୪ରେ ହୋଇଥିଲା । ଏବଂ ଏହି ନରସଂହାରରେ ପ୍ରାୟ…

ପୁଣି ସାମ୍ନାକୁ ଆସିଲା ଅନର କିଲିଂ ଘଟଣା । ୨୦ ବର୍ଷିୟ ପ୍ରେମିକ ଓ ୧୫ ବର୍ଷର ଝିଅକୁ ହତ୍ୟା କଲେ ପରିବାର ଲୋକେ, ପୂରା…

କନକ ବ୍ୟୁରୋ : ସମ୍ମାନ ଆଗରେ ହାର ମାନିଲା ପ୍ରେମ । ମହଙ୍ଗା ପଡିଲା କୋମଳ ବୟସରେ ପ୍ରେମ କରିବା । ବିବାହ ପାଇଁ ଘରେ ମିଳିଲା ନାହିଁ ଅନୁମତି । ସମ୍ମାନ ପାଇଁ ପ୍ରେମୀ ଯୁଗଳଙ୍କୁ ହତ୍ୟା କଲା ପରିବାର । ଏଭଳି ଏକ ଲୋମହର୍ଷକାରୀ ଅନର କିଲିଂ ଉପରୁ ପରଦା ଉଠାଇଛି ବୋରିଗୁମା ପୋଲିସ । ଯାହା…

ଖୋଲିଲା ହୀରାକୁଦ ତେଜିଲା ରାଜନୀତି : ରାସେଶ୍ୱରୀ କହିଲେ ଦାଦାଗିରି ଚଳାଇଛି ଛତିଶଗଡ଼, ବିଜେପିର ଜବାବ ଅପାରଗତା…

କନକ ବ୍ୟୁରୋ: ହୀରକୁଦ ଗେଟ୍ ଖୋଲିବା ପରେ ତେଜିଲା ରାଜନୀତି । ଛତିଶଗଡ଼ ସରକାରକୁ ଦାୟୀ କରିଛି ଶାସକ ବିଜେଡି । ସମ୍ବଲପୁର ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଛତିଶଗଡ଼ର ଦାଦାଗିରି ବୋଲି କହିଛନ୍ତି । ବିଧାୟିକା ରାସେଶ୍ୱରୀ କହିଛନ୍ତି ଯେ, ଖରାଦିନେ ଛତିଶଗଡ଼ ସରକାର ପାଣି ଅଟକାଇ…