Daily Archives

July 11, 2018

କିନ୍ନରଙ୍କ ମଧ୍ୟରେ ରହିଛି ଅନେକ ପ୍ରତିଭା ! ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନ୍ୱେଷା କଳାକେନ୍ଦ୍ର ଆୟୋଜନ କଲା…

କନକ ବ୍ୟୁରୋ : ଧିରେ ଧିରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି କିନ୍ନର । ଅନ୍ୟମାନଙ୍କ ପରି ସେମାନଙ୍କ ଭିତରେ ବି ଲୁଚି ରହିଛି ଅନେକ କଳା ପ୍ରତିଭା । ତେବେ ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ ସହ ମତ, ମନ୍ତବ୍ୟ ବାଂଟିବା ପାଇଁ ସେମାନଙ୍କୁ ଆବଶ୍ୟକ ସଠିକ୍ ସୁଯୋଗ ଏବଂ ଉପଯୁକ୍ତ ମଂଚ…

୬୬ ବର୍ଷ ହେଲାଣି କାଟିନାହାନ୍ତି ନଖ ! ଗିନିଜ୍ ବୁକରେ ମିଳିଛି ସ୍ଥାନ, ଏବେ ମ୍ୟୁଜିୟମରେ ରଖାଯିବ ଏହି ବ୍ୟକ୍ତିଙ୍କ ନଖ…

୬୬ ବର୍ଷ ଧରି ଯେଉଁ ନଖକୁ ଏତେ ଯତ୍ନର ସହ ବଢାଇଥିଲେ ଏବଂ ଦୁନିଆରେ ଅନେକ ନାମ ସାଉଁଟିଥିଲେ ଏବେ ସେହି ନଖକୁ ଏହି ବ୍ୟକ୍ତି କାଟିବାକୁ ଯାଉଛନ୍ତି । ଆମେ କହୁଛୁ ଏହି ଭାରତୀୟ ବ୍ୟକ୍ତି ଶ୍ରୀଧର ଚିଲଲଙ୍କ ବିଷୟରେ ଯାହାଙ୍କର ବୟସ ୮୦ବର୍ଷ । ଦୁନିଆରେ ସବୁଠାରୁ ଲମ୍ବା ନଖ ରଖିବାର ରେକର୍ଡ ପାଇଁ…

କବିକଣ୍ଠେ ରଥଯାତ୍ରା !

ମିଥୁନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାତିଥି ପୁନର୍ବସୁ ନକ୍ଷତ୍ର ସେ ଦିନର ପାହାନ୍ତି ସେ ଦିନରେ ରଥଯାତ୍ରା କରିବୁ ଆମ୍ଭେ ଖେଡି ଦକ୍ଷିଣ ମୁରତି ବିଜେ କରିବୁ ବଳଗଣ୍ଡି ସାଜିଣି ହୋଇଛି ତିନି ରଥ ପାଟ ପତନି ମଣ୍ଡଣି ନେତ ସୁବର୍ଣ୍ଣ କଳସ ଉପରେ ଚିରାଳ ଫରଫର ଉଡେ ବାନା ନେତ ପ୍ରଭୁ ତିନି ରଥ…

ବିବାହ କଲେ ମହାଅକ୍ଷୟ ! ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହଙ୍କ ହେଲା ବିବାହ ।

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ମଙ୍ଗଳବାର ଦିନ ଅଭିନେତ୍ରୀ ମଦାଲସା ଶର୍ମାଙ୍କୁ ବିବାହ କରିଛନ୍ତି । ମହାଅକ୍ଷୟଙ୍କୁ ଦୁଷ୍କର୍ମ ଏବଂ ଧୋକା ଦେବା ମାମଲାରେ ୭ ଜୁଲାଇରେ ବେଲ୍ ମିଳିଥିଲା । ବେଲ୍ ମିଳିଲା ପରେ ସେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।…

ଓଲିଉଡ ଆଣ୍ଡ ଗ୍ୟାଙ୍ଗଷ୍ଟର ! ପୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ନେଇ ଚାଞ୍ଚଲ୍ୟ, ଓଲିଉଡ ସିନେମାରେ ଲଗାଇଛି ଟଙ୍କା ଜାଣନ୍ତୁ…

କନକ ବ୍ୟୁରୋ:ଗ୍ୟାଙ୍ଗଷ୍ଟର ଟିଟୋ ପୁଲିସ କବଜାରେ ଧରାପଡିବା ପରଠାରୁ ଖୋଲୁଛି ଅନେକ ରହସ୍ୟ ପେଡି । କେତେବେଳେ ଅଡିକାର ତ ଆଉ କେତେବେଳେ କଲିକତାରେ ଟିଟୋର କୋଟି କୋଟି ସମ୍ପତିଥିବା ଖବର ଜାଣିବାକୁ ପାଇଛି କ୍ରାଇବବ୍ରାଞ୍ଚର ଏସଟିଏଫ । ତେବେ ପୁଣି ଏକ ଚାଞ୍ଚଲ୍ୟକର ସୁରାଖ ଏସଟିଏଫ ହାତରେ ଲାଗିଛି…

ଗାଡି ଚଲାଉଥିବା ସମୟରେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ? ସାବଧାନ୍, ଆପଣଙ୍କର ବି ହୋଇପାରେ ବ୍ରେନ୍ ଡେଡ୍

ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେବା କେତେ ମହଙ୍ଗା ପଡିପାରେ ତାର ଏକ ନଜିର ସାମ୍ନାକୁ ଆସିଛି । ମୋବାଇଲରେ କଥା ହୋଇ ଗାଡି ଚଳାଇବାବେଳେ କାନ୍ଧରେ ମୋବାଇଲ ରଖି ମୁଣ୍ଡ ବଙ୍କା କରି ଯାଉଥିବା ଦୃଶ୍ୟ ଆମେ ଅନେକ ସମୟରେ ରାସ୍ତାରେ ଦେଖୁ । ହେଲେ ଏମିତି ଏକ ବଦଭ୍ୟାସ ଜୀବନହାନୀର କାରଣ ହୋଇଛି ।…