Daily Archives

July 2, 2018

ନାଗ ପାଟିରେ ପିଆଜ ! ଅନୁଗୁଳରେ ନାଗ ସାପ ପାଟିରୁ ବାହାରିଲା ୮ଟି ପିଆଜ

କନକ ବ୍ୟୁରୋ : ପୂରା ରାଜ୍ୟରେ ଏବେ ନାଗ ସାପଙ୍କୁ ନେଇ ଆତଙ୍କ ଦେଖାଦେଇଛି । ପ୍ରତିଦିନ କେଉଁଠି ନା କେଉଁଠି ନାଗ ସାପ ବାହାରୁଥିବା ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ଏବେ ନାଗ ସାପ ପିଆଜ ଖାଉଥିବା ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ସାପ ଗୁଡ଼ିକ ଛୋଟ ଛୋଟ କୀଟ ପତଙ୍ଗ, ବେଙ୍ଗ…

ଆରମ୍ଭ ହେଲା ବନମହୋତ୍ସବ ସପ୍ତାହ ! ଚଳିତ ବର୍ଷ ଲଗାଯିବ ୨ କୋଟି ଚାରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଚଳିତ ବର୍ଷ ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଅବବାହିକାରେ ୧ କିଲୋମିଟର ପର୍ଯ୍ୟନ୍ତ ୨ କୋଟି ଚାରା ଲଗାଯିବ । ବନମହୋତ୍ସବ ସପ୍ତାହ ପାଳନ ଅବସରରେ କେବଳ ଜୁଲାଇ ୭ ତାରିଖରେ ୪୦ ଲକ୍ଷ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୯ତମ ବନମହୋତ୍ସବ ଅବସରରେ ଘୋଷଣା…

ଭାତ ନା ରୁଟି ? ଡାଇବେଟିସ୍ ରୋଗୀଙ୍କ ପାଇଁ କ’ଣ ଭଲ ? ଜାଣନ୍ତୁ

ଡାଇବେଟିସ୍ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ । ଟାଇପ୍-୧ ଡାଇବେଟିସ୍ ରୋଗୀ ନିଜ ପାଇଁ ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ତିଆରି କରିପାରନ୍ତିନି, ଯେବେକି ଟାଇପ୍-୨ ଡାଇବେଟିସ୍…

ବିଜେଡିରୁ ନିଲମ୍ବନ ହେଲେ ନବୀନ! ଅଶୋଭନୀୟ ଆଚରଣ ନେଇ ଦଳରୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ବିଜେଡିରୁ ନିଲମ୍ବନ ହେଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ଅଶୋଭନୀୟ ଆଚରଣ ନେଇ ଖବର ପରେ ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କୋଲକାତାରେ ଗିରଫ…

ପ୍ରଥମ ଥର ପାଇଁ କାଶ୍ମୀରରେ ପଥରଫିଙ୍ଗାଳୀଙ୍କୁ ସାବାଡ କରିବେ ସିଆରପିଏଫର ମହିଳା କମାଣ୍ଡୋ ! ନିୟୋଜିତ ହେବେ ୫୦୦ ମହିଳା…

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଆଉ ଏକ କୀର୍ତ୍ତିମାନ ସ୍ତାପିତ କରିଛି । ସିଆରପିଏଫ ପକ୍ଷରୁ ୫୦୦ ଜଣ ମହିଳା କମାଣ୍ଡୋଙ୍କୁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କାଶ୍ମୀରରେ ସ୍ୱତନ୍ତ୍ର ଡ୍ୟୁଟି କରିବା ସହ ଗଣ୍ଡଗୋଳ କରୁଥିବା ଏବଂ ଭିଡ ଭିତରେ ପଥରମାଡ କରୁଥିବା ଅପରାଧୀ ମାନଙ୍କର…

ମାଗଣରେ ଦିଆଯିବ ଗ୍ୟାସ୍ କନେକ୍ସନ ! ଜନତାଙ୍କ ପକେଟରୁ ଖର୍ଚ୍ଚ ହେବନି ଟଙ୍କାଟିଏ ବି ପଇସା …୩୧ ଜୁଲାଇ ଯାଏଁ…

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏହି ସୁବିଧା ବର୍ତମାନ ହିମାଚଳୟପ୍ରଦେଶବାସୀଙ୍କୁ ଉପଲବ୍ଧ କରାଯାଇଛି । ହିମାଚଳପ୍ରଦେଶରେ ଏବେ ଗୋଟିଏ ହେଲେ ବି ଗରିବ ପରିବାର ବିନା ଗ୍ୟାସ କନେକ୍ସନରେ ରହିବେ ନାହିଁ । ତେବେ ହିମାଚଳପ୍ରଦେଶ ସରକାରଙ୍କ ‘ହିମାଚଳ ଗୃହିଣୀ ଯୋଜନା’…