Daily Archives

July 2, 2018

ମୋକ୍ଷ ପାଇଁ ମୃତ୍ୟୁ ! ଦିଲ୍ଲୀରେ ସାମୂହିକ ଆତ୍ମହତ୍ୟାର ସାଂଘାତିକ ଦିଗ, ବିଶ୍ୱାସ ଥିଲା ଭଗବାନ ଆସିବେ ବଂଚାଇ ଦେବେ

କନକ ବ୍ୟୁରୋ: ପୁରା ଦେଶକୁ ଦୋହଲାଇଦେଇଛି ଦିଲ୍ଲୀରେ ଘଟିଥିବା ସାମୂହିକ ମୃତ୍ୟୁ ଘଟଣା, ଯେଉଁଠି ମଣିଷ କେତେ ଅଶ୍ୱବିଶ୍ୱାସୀ ହୋଇପାରେ ଆଉ ସାମୁହିକ ଆତ୍ମହତ୍ୟା ଭଳି ନିଷ୍ପତି ନେଇପାରେ ତାହା ସମସ୍ତଙ୍କୁ ଚମକାଇଦେଲା । ୧୧ ଜଣଙ୍କ ମୃତ୍ୟୁର ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ଝୁଲି…

ବିବାହର ରୀତିନୀତି ଚାଲୁଥିଲା, ହେଲା ଆକସ୍ମିକ ବଜ୍ରପାତ ଓ ବିବାହ ଭାଙ୍ଗିଦେଲେ କନ୍ୟା : କ’ଣ ହୋଇଥିବ କାରଣ ଜାଣିବା…

ବଜ୍ରପାତ କେବଳ ମୃତ୍ୟୁ ଓ କ୍ଷୟକ୍ଷତିର କାରଣ ହୋଇନଥାଏ ବରଂ ଏହା ବାହାଘର ବି ଭାଙ୍ଗିଥାଏ । ଏମିତି ଏକ ବିଚିତ୍ର ଘଟଣା ଘଟିଛି ବିହାରର ସାରଣ ଜିଲ୍ଲାରେ । ବଜ୍ରପାତ ଯୋଗୁଁ ନବବଧୂ ବରକୁ ବିବାହ କରିବାକୁ ମନା କରିଦେଇଛି । ସୂଚନାଯୋଗ୍ୟ, ବିହାରର ସାରଣ ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ…

କୋର୍ଟରୁମରେ ପୀଡିତାଙ୍କୁ ପଚରାଗଲା ଦୁଷ୍କର୍ମ ହୋଇଛି ଯଦି ସାକ୍ଷୀ ପ୍ରମାଣିତ କର ! ପୀଡିତାଙ୍କ ଉତ୍ତର ଶୁଣି…

ଉତ୍ତରପ୍ରଦେଶର ବରେଲୀଠାରେ ଘଟିଛି ଏଭଳି ଏକ ଘଟଣା । ବାଙ୍ଗାଲୋରରେ ଅଧ୍ୟୟନରତ ଜଣେ ଯୁବତୀ ଜୀବନସାଥି ଡଟ୍ କମ୍ ବିବାହ ୱେବସାଇଟ୍ ଜରିଆରେ ବରେଲୀରେ କାର୍ଯ୍ୟ କରୁଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଅନୁଭବ ରସ୍ତୋଗୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଅନୁଭବ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି…

୨୦୨୫ ସୁଦ୍ଧା ୫୦୦୦ ଆରବ ଡଲାରରେ ପହଞ୍ଚିପାରେ ଭାରତୀୟ ଅର୍ଥବ୍ୟବସ୍ଥା : ଆକଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଭାରତରେ ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତର ଅର୍ଥବ୍ୟବସ୍ଥାରେ ବୃଦ୍ଧି ଦେଶର ଘରୋଇ ଉତ୍ପାଦନ କ୍ଷେତ୍ରରେ ଦୃତ ଅଗ୍ରଗତି କରିଛି । ୨୦୨୫ ସୁଦ୍ଧା ଏହା ୫୦୦୦ ଆରବୀୟ ଡଲାର…

ବ୍ୟାଙ୍କଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା : ଏହିସବୁ ଆକାଉଂଟ ଉପରେ ଲାଗୁ ହୋଇନଥାଏ ମିନିମମ ବାଲାନ୍ସ ନିୟମ, ଜାଣନ୍ତୁ…

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ତଥା ଏସବିଆଇ ହେଉଛି ଦେଶର ସବୁଠାର ବଡ ସରକାରୀ ବ୍ୟାଙ୍କ । ସାରା ଦେଶରେ ଏସବିଆଇର ପାଖାପାଖି କୋଟିଏରୁ ଅଧିକ ଆକାଉଂଟ ହୋଲ୍ଡର୍ସ ରହିଛନ୍ତି, କିନ୍ତୁ ମିନିମମ ବାଲାନ୍ସ ନଖିବା ଚକ୍କରରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ମୋଟା କରମର ଜରିମାନା ଆଦାୟ କରୁଛି । ଏସବିଆଇ…

ମା’ ଭୁଲିଗଲା ମମତା ! ୬ ବର୍ଷର ଶିଶୁ ପୁଅ ଗାଧୋଇବାକୁ ମନା କରିବାରୁ ରାଗରେ ପୁଅକୁ ଚାକୁ ଭୁସିଲା ମା’।

ମା ସାଜିଲା ରାକ୍ଷସୀ । ସନ୍ତାନକୁ ଜନ୍ମ ଦେଇଥିଲା ସତ କିନ୍ତୁ ସେହି ସନ୍ତାନକୁ ହତ୍ୟା କରି ମା' ଜାତି ପାଇଁ କଳଙ୍କ ପାଲଟିଗଲା । ନିଜ ୬ ବର୍ଷର ପୁଅକୁ ଛୁରିରେ ଭୁସି ଜୀବନରୁ ମାରିଥିବା ଏହି ମା’ଜଣକ ହେଉଛନ୍ତି ପଞ୍ଚାବର ଭଟିଣ୍ଡା ସହରର ରାଜବୀର କୌର । ଘରେ କହିଲେ ସ୍ୱାମୀ ଏବଂ ଏକମାତ୍ର ପୁଅ…