ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ମାତିଛି ବାଘ । ଜନବସତି ଅଂଚଳରେ ମିଳିଲା ପାଦ ଚିହ୍ନ , ମାରଣାସ୍ତ୍ର ଧରି ରାତି ସାରା ଅନିଦ୍ରା ରହି ବାଘ ଖୋଜୁଛନ୍ତି ଲୋକେ

113