ଗଣେଶ ଭସାଣିକୁ ନେଇ ଉତେଜନା : ରାଉରକେଲାରେ ୧୪୪ ଧାରା ଜାରି

18

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଗଣେଶ ମେଢ଼ ଭସାଣିକୁ ନେଇ ରାଉରକେଲାରେ ଉତେଜନା । ଉଦିତ ନଗର ଛକରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ୧୪୪ଧାରା ଜାରି । ସୁରକ୍ଷା ପାଇଁ ୧୬ପ୍ଲାଟୁନ ଫୋର୍ସ ସହ ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି,ଏନେଇ ସୂଚନା ଦେଲେ ରାଉରକେଲା ଉପ-ଜିଲ୍ଲାପାଳ ।