ରମେଶ ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପୁଲିସ

11

ପୂର୍ବତନ ବିଧାୟକ ରମେଶଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପୁଲିସ । ଦୁଷ୍ମର୍ମ ମାମଲାରେ ରମେଶଙ୍କୁ ମହିଳା ପୁଲିସ ପଚରାଉଚରା କରିବ । ବ୍ରହ୍ମପୁର ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାରେ ଜେରା କରାଯିବ । ରମେଶଙ୍କୁ ମହିଳା ଥାନା ପୁଲିସ ନେଇଥିବା ଜଣାପଡିଛି । ୩ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସଡିଜେଏମ þକୋର୍ଟରେ ଆବେଦନ କରିଥିଲା ପୁଲିସ ।