ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ଶହ ଶହ ଜଙ୍ଗଲ ଜମି ପଟ୍ଟା

22

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ନିଆଁ ଲାଗି ଜଳିଯାଇଛି ଶହ ଶହ ଜଙ୍ଗଲ ଜମି ପଟ୍ଟା । ୨ଟି ଦମକଳ ଗାଡ଼ି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଦେଖି ବାହାରକୁ ଚାଲିଆସିଥିଲେ ସବୁ କର୍ମଚାରୀ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

ଦେଖନ୍ତୁ ଏହି ଭିଡିଓ –