କ୍ରିଏଟିଭ୍ ଏକ୍ସପ୍ରେସ ଇଭେଂଟ ସଂସ୍ଥା ନାଁରେ ଠକେଇ ଅଭିଯୋଗ : ଲୋକଙ୍କ ଠାରୁ ୩କୋଟି ଟଙ୍କା ଠକେଇ

22

କନକ ବ୍ୟୁରୋ : କ୍ରିଏଟିଭ୍ ଏକ୍ସପ୍ରେସ ଇଭେଂଟ ସଂସ୍ଥା ନାଁରେ ଠକେଇ ଅଭିଯୋଗ । ସଂସ୍ଥାର ମ୍ୟାନେଜିଂ ପାର୍ଟନର ବିକାଶ ଭୂୟାଁଙ୍କ ନାଁରେ ଠକେଇ ଅଭିଯୋଗ । ୧୫ରୁ ଅଧିକ ଲୋକଙ୍କ ଠାରୁ ୩କୋଟି ଟଙ୍କା ଠକେଇ । ଠକେଇ ଶିକାର ଲୋକଙ୍କ କ୍ରାଇମ୍ ବ୍ରାଂଚରେ ଅଭିଯୋଗ ।