କରୋନା ଭାଇରସ ଭୟ : ଚୀନରେ ହ୍ୟାଣ୍ଡ୍ ସେକ୍ ବଦଳରେ ଲୋକେ କରୁଛନ୍ତି ଲେଗ୍ ସେକ୍, ଦେଖନ୍ତୁ ଭିଡ଼ିଓ ।
କନକ ବ୍ୟୁରୋ : ଯେତେବେଳେ କେହି ବନ୍ଧୁ କିମ୍ବା ପ୍ରିୟ ଲୋକ ଦେଖା ହୋଇଥାନ୍ତି ଆମେ ସାଧାରଣତଃ ‘ହ୍ୟାଣ୍ଡ୍ ସେକ୍’ କରିଥାନ୍ତି। ମାତ୍ର ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ୍ ଭୟରେ ଚୀନର ଲୋକେ ‘ହ୍ୟାଣ୍ଡ୍…