Daily Archives

January 8, 2019

ଦିଲ୍ଲୀରେ ବିଜେଡି, ଭୁବନେଶ୍ୱରରେ ବିରୋଧୀ! ଚାଷୀ ପ୍ରସଙ୍ଗରେ ସଚିବାଳୟ ଘେରିଲା ବିଜେପି, ରାଜଭବନ ଆଗରେ କଂଗ୍ରେସର…

କନକ ବ୍ୟୁରୋ : ଦିଲ୍ଲୀରେ ବିଜେଡି କୃଷକ ଅଧିକାର ସମାବେଶ କରୁଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସଚିବାଳୟ ଘେରିଛି ବିଜେପି । ଶହ ଶହ ଚାଷୀଙ୍କୁ ଧରି ବିଜେପି ନେତା ଓ କର୍ମୀ ସଚିବାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି…

ବୈଜୟନ୍ତଙ୍କ ଫିକା ପଡ଼ିଲାଣି ଗେରୁଆ ପ୍ରେମ ! କହିଲେ, ଓଡ଼ିଶାରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ଚୁପ୍ ବସିଛି…

କନକ ବ୍ୟୁରେ: ବିଜେପିକୁ ନାକ ଟେକୁଛନ୍ତି ବୈଜୟନ୍ତ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ମହାଶୟ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି । ଦୀର୍ଘ ୭ମାସ ହେବ ବଜେଡିକୁ ବାଏ ବାଏ କହିଥିବା ଉପକୂଳ ଓଡ଼ିଶାର ଏହି ପୁରୁଖା ନେତାଙ୍କୁ ବିଜେପି…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ : ସ୍ୱାମୀ ସାଜିଥିଲେ ଭିଲେନ । ଡିସିପି କହିଲେ, ନିକିତାଙ୍କ ମୃତ୍ୟୁର ପୂରା କାହାଣୀ

କନକ ବ୍ୟୁରୋ : ପଦାକୁ ଆସିଲା ଅଭିନେତ୍ରୀ ନିକିତା ମୃତ୍ୟୁର ସତ । ସ୍ୱାମୀ ହିଁ ସାଜିଥିଲା ଭିଲେନ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦକୁ କେନ୍ଦ୍ରକରି ନିକିତାଙ୍କ ଘର ଛାତ ଉପରେ ଉଭୟ ଠେଲାପେଲା ହୋଇଥିଲେ । ଆଉ ଏହି ସମୟରୁ ଛାତ ଉପରୁ ତଳକୁ ପଡିଯାଇଥିଲେ ନିିକିତା । ପୋଲିସ ଆଗରେ ଏହି କଥାକୁ…

ଦିଲ୍ଲୀରେ ଦରବାରରେ ଦାବି ଦୋହାରାଇଲେ ନବୀନ! କହିଲେ, ଆର୍ଥିକ ସ୍ୱାଧିନତା ଥିଲେ, ଚାଷୀଙ୍କୁ ଆସିବାକୁ ପଡିନଥାନ୍ତା…

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି, ଏମଏସପିକୁ ୨ ହଜାର ୯୩୦ ଟଙ୍କାକୁ ବୃଦ୍ଧି, ଏବଂ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା ଭଳି ଦାବି ନେଇ ଆଜି ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । …

ବୁଧବାର ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ, ଜିଲ୍ଲାପାଳ ନେବେ ନିଷ୍ପତି ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ…

କନକ ବ୍ୟୁରୋ : କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଦୁଇ ଦିନିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ପୂରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବୁଧବାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିଲା…

କୃଷକ ପାଇଁ କସରତ । ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେଡି ପ୍ରତିନିଧି ଦଳ ।

କନକ ବ୍ୟୁରେ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ମନମୁଖି ମନୋଭାବ ବିରୋଧରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଲା ବିଜେଡି । ରାଷ୍ଟପତିଙ୍କୁ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏମଏସପି ବୃଦ୍ଧି…