Daily Archives

July 30, 2018

ସାବାସ! କଲେକ୍ଟର। ସରକାରୀ ଗାଡି ଛାଡି ଦୁଇ ଚକିଆ ବାଇକ ଚଢି ପାହାଡି ଇଲାକାରେ ପହଞ୍ଚିଲେ ଜିଲ୍ଲାପାଳ ।

କନକ ବ୍ୟୁରୋ : ଅପହଞ୍ଚ ଇଲାକାରେ ବାଇକ ଚଢି ପହଞ୍ଚିଲେ ଜିଲ୍ଲାପାଳ । ଯେଉଁ ପାହାଡି ଇଲାକାରେ କେବେ ପ୍ରଶାସନର ପାଦ ପଡୁ ନଥିଲା ସେଠି ପହଁଚିଲେ ନିଜେ ଜିଲ୍ଲା ପ୍ରଶାସନର ମୁଖିଆ । ଯେଉଁ ଗାଁକୁ ରାସ୍ତା ନାହିଁ, ପିଇବା ପାଇଁ ପାଣି ନାହିଁ, ବିଜୁଳି ଏମାନଙ୍କ ପାଇଁ ସାତ ସପନ । ସେହିଭଳି ଗାଁକୁ…

ସ୍ୱାଧୀନତା ଦିବସ ପୂର୍ବରୁ ସଜେଇ ହେଉଛି ୱାଘା ବୋର୍ଡର ! ଲାଗିବ ନୂଆ ଗେଟ, ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

ଅମୃତସର ନିକଟବର୍ତ୍ତୀ ୱାଘାଠାରେ ଭାରତ-ପାକିସ୍ତାନ ସୀମା ବେଶ ପ୍ରସିଦ୍ଧ । ପ୍ରତିଦିନ ଏହି ସୀମାରେ ଥିବା ଭାରତ ଓ ପାକିସ୍ତାନ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ଚିତ୍ତାକର୍ଷକ ପ୍ୟାରେଡ । ପାକିସ୍ତାନ ପକ୍ଷରୁ ରେଞ୍ଜର୍ସ ଓ ଭାରତ ପକ୍ଷରୁ ବିଏସଏଫ ଏହି ପ୍ୟାରେଡରେ ଭାଗ ନିଅନ୍ତି । ଏହାକୁ ଦେଖିବାକୁ…

୧୦ ଅଗଷ୍ଟରୁ ଭାବିଚିନ୍ତି କରିବେ ଟ୍ୱିଟ ! ଅଶ୍ଲୀଳ ଟିପ୍ପଣୀ କଲେ ଆକାଉଣ୍ଟ ହୋଇପାରେ ବ୍ଲକ, ଟ୍ୱିଟର ଜାରି କଲା ନୂଆ…

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟର ଆସନ୍ତା ୧୦ ଅଗଷ୍ଟ ଠାରୁ ଲାଇବ ସ୍ଟ୍ରିମିଙ୍ଗ ଦ୍ୱାରା ଅଶ୍ଲୀଳ ଭାଷାରେ ଟିପ୍ପଣୀ କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବ୍ଲକ କରିପାରେ । ଟେକକ୍ରଞ୍ଚ ଅନୁସାରେ, କମ୍ପାନୀ ଲଗାତାର ଅଭଦ୍ର ଭାଷା ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବନ୍ଦ କରିବା…

ଟ୍ରାଇ ଅଧ୍ୟକ୍ଷକଙ୍କ ଆଧାର ଚ୍ୟାଲେଞ୍ଜକୁ ନେଇ ଟ୍ୱିଟର ଯୁଦ୍ଧ ! ଆର.ଏସ. ଶର୍ମାଙ୍କ ବ୍ୟାଙ୍କ ଆକାଉଂଟରେ ୧ ଟଙ୍କା…

କନକ ବ୍ୟୁରୋ : ନିଜର ଆଧାର ନମ୍ବର ସର୍ବସାଧାରଣ କରି ଅଡୁଆରେ ପଡିଲେ ଟ୍ରାଇ ଅଧ୍ୟକ୍ଷ । ୧୨ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ସାର୍ବଜନୀନ କରି ହ୍ୟାକରଙ୍କୁ ହ୍ୟାକ କରିବା ପାଇଁ ଆହ୍ୱାନ ଦେଇଥିଲେ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ ଆର ଏସ ଶର୍ମା । କିଛି ହ୍ୟାକର ଏହି ଆଧାର…

ମୋଦି ଶୁଣିଲେନି, ଶୁଣିବେ କି ନବୀନ? ଦିଲ୍ଲୀ ପରେ ମୁକ୍ତିକାନ୍ତଙ୍କ ଭୁବନେଶ୍ୱର ଚଲୋ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ବ୍ରାହ୍ମଣୀ ଉପରେ ଦ୍ୱିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସପିଟାଲ୍ ପ୍ରଦାନ ଦାବିରେ ଦିଲ୍ଲୀ ପରେ ଭୁବନେଶ୍ୱରକୁ ପଦଯାତ୍ରା । ରାଉରକେଲା ପାଇଁ ଲଢେଇ କରୁଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା…