Daily Archives

July 20, 2018

ଅନାସ୍ଥା ଅଡୁଆକୁ ପାର କଲେ ନରେନ୍ଦ୍ର ମୋଦି । ଟିଡ଼ିପି ଆଣିଥିବା ପ୍ରସ୍ତାବ ଖାଇଲା କାଟ୍, ମୋଦିଙ୍କ ଉପରେ ୩୨୫ ସାଂସଦଙ୍କ…

କନକ ବ୍ୟୁରୋ : ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ । ମୋଦି ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ଶେଷରେ କାଟ ଖାଇଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ଭୋଟ ଦେଇଥିବା ବେଳେ, ବିପକ୍ଷରେ ଭୋଟ ଦେଇଛନ୍ତି ୩୨୫ ଜଣ ସଭ୍ୟ । ମୋଟ ୪୫୧ ଜଣ ସଭ୍ୟ ଭୋଟ ଦେଇଥିବା…

ଧୋନିଙ୍କୁ ନେଇ ବିସିସିଆଇ କରିଥିଲା ବଡ ଭୁଲ । ସୋସିଆଲ ମିଡିଆରେ ବିବାଦ ଦେଖା ଦେବା ପରେ ବୋର୍ଡ଼ ସୁଧାରିଲା ଭୁଲ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନା ମହେନ୍ଦ୍ର ସିଂ ଧୋନି । ଏକଥା ଆମେ ଏଥିପାଇଁ କହୁଛୁ କାରଣ ବିସିସିଆଇ ନଜରରେ ଗତକାଲି ରାତି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଧୋନି ଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଯେତେବେଳେ ମଜାକ କରାଗଲା ସେତେବେଳେ ବୋର୍ଡ଼ ନିଜର…

ସାବଧାନ ! କେତେଥର ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ ? ଆପ ଦ୍ୱାରା ଜାଣିବ ଟ୍ରାଫିକ ପୋଲିସ, ହୋଇପାରେ ଲାଇସେନ୍ସ ରଦ୍ଦ।

ଗାଡି ଚାଳକ ମାନେ ଏଣିକି ଟ୍ରାଫିକ ନିୟମ ଭାଙ୍ଗି ପାରିବେ ନାହିଁ । ଯଦି ଭାଙ୍ଗିବେ ତେବେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଗାଡି ଚାଳକ ମାନେ କେତେଥର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ତାହା ଜଣିବା ପାଇଁ ପୁଲିସକୁ ଏବେ ଚାଳକଙ୍କ ଦସ୍ତାବିଜ ଖୋଜିବାକୁ ପଡିବ ନାହିଁ । ମୋବାଇଲ ଆପ ଜରିଆରେ…

ବାହାଘର ପାର୍ଟିରେ ଧୋନିଙ୍କ ଲାଡଲିଙ୍କ ଜବରଦସ୍ତ ଡ୍ୟାନ୍ସ । ଜିଭାଙ୍କ ଆଗରେ ଫିକା ପଡିଲେ ଧୋନି ଓ ଯୁବରାଜ ସିଂ ।

ଭାରତର ପୂର୍ବତନ କ୍ରିକେଟ୍ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ତାଙ୍କ ଝିଅ ଜିଭା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ପାର୍ଟିକୁ ଧୋନୀ ଓ ତାଙ୍କ ପରିବାର ଲୋକ ଯାଇଥିବା ବେଳେ ପାର୍ଟିରେ ଜିଭା କରିଥିଲେ ନୃତ୍ୟ ଆଉ ବନିଥିଲେ…

ପୁଣି ନବୀନଙ୍କ ସମଦୁରତ୍ୱ ଫର୍ମୁଲା । ଅନାସ୍ଥା ଆଲୋଚନାରେ ଭାଗ ନେଲା ନାହିଁ ବିଜେଡି, କହିଲା, ୧୪ ବର୍ଷ ଧରି କେନ୍ଦ୍ର…

କନକ ବ୍ୟୁରୋ : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଲୋଚନାରେ ଭାଗ ନନେଇ କକ୍ଷତ୍ୟାଗ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସାଂସଦ । ଆଉ ବିଜେଡିର ଏଭଳି ନିଷ୍ପତିକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର…