ଖୋର୍ଦ୍ଧା : ବିଚ୍ ରାସ୍ତାରେ ଯୁବତୀଙ୍କ ଗଳା କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି

30

କନକ ବ୍ୟୁରୋ : ଖୋର୍ଦ୍ଧା ମଳିପଡାରେ ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଯୁବତୀଙ୍କ ଗଳା କାଟି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଯୁବତୀ ଜଣଙ୍କ ଚାଲି ଚାଲି ଘରକୁ ଫେରୁଥିବା ବେଳେ କିଆଝରି ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଦୁର୍ବୃତ୍ତ ଫେରାର ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

ଦେଖନ୍ତୁୁ ଏହି ଭିଡିଓ :