ବର୍ମିଂହାମ ମୁକାବିଲାରେ ଟିମ ଇଣ୍ଡିଆକୁ ଚିୟର କଲେ ବୟସ୍କା ଫ୍ୟାନ। ହ୍ୱିଲଚେୟାରରେ ବସି ଦେଖୁଥିଲେ ଖେଳ, ମ୍ୟାଚ ପରେ ୮୭ ବର୍ଷୀୟ ଚାଲୁଲତାଙ୍କୁ ଭେଟି ଆଶୀର୍ବାଦ ନେଲେ କୋହଲି

90