WiFiର ବିକଳ୍ପ ନାମ ଏବଂ ଲୋଗ ତିଆରି କଲେ ମିଳିବ ୫୦,୦୦୦ ଟଙ୍କାର ପୁରସ୍କାର । ଜାଣନ୍ତୁ ପୁରା ପ୍ରକ୍ରିୟା ।

32
ଦୂରସଂଚାର ନିୟାମକ ଟ୍ରାଇ, ସରକାରଙ୍କ ସାର୍ବଜନିନ ୱାଇଫାଇ ସେବାର ବିକଳ୍ପ ନାମକରଣ ଏବଂ ପ୍ରତୀକ (ଲୋଗ) ନୂତନ ଭାବରେ ତିଆରି କରିବାର ଏକ ପ୍ରସ୍ତାବ ରଖାଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୱାଇଫାଇର ଭିନ୍ନ ନାମ ଏବଂ ପ୍ରତୀକ ବିକଳ୍ପ କରିବାରେ ବିଜୟ ହେବେ, ତେବେ ବିଜେତାଙ୍କୁ ୫୦.୦୦୦ ନଗଦ ଟଙ୍କାରେ ପୁରସ୍କୃତ କରାଯିବ ।
ବିଶେଷକରି ଗ୍ରାମାଞ୍ଚଳରେ ୱାଇଫାଇର ସୁବିଧା ଉପଲବ୍ଧ କରାଇବା ଏବଂ ସମସ୍ତଙ୍କ ପାଖରେ ଇଣ୍ଟରନେଟ ପହଞ୍ଚାଇବା ପାଇଁ ଏହି ମହତ୍ୱକାଙ୍ଖି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୱାଇଫାଇର ଭିନ୍ନ ନାମ ଏବଂ ପ୍ରତୀକ ବିକଳ୍ପ କରିବାରେ ବିଜୟ ହେବେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦.୦୦୦ ନଗଦ ଟଙ୍କାରେ ପୁରସ୍କୃତ କରାଯିବ ।