ବିନା ଅସ୍ତ୍ରୋପଚାରରେ ପଆନ୍ତୁ ସୁନ୍ଦର ଏବଂ ଆକର୍ଷଣୀୟ ନାକ ! ବ୍ୟବହାର କରନ୍ତୁ ଟୁଥପେଷ୍ଟ୍

75

ଚେହେରାକୁ ଆକର୍ଷଣୀୟ କରିଥାଏ ସୁନ୍ଦର ନାକ । ସେଲିବ୍ରିଟି ମାନେ ନିଜ ନାକକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ସର୍ଜରୀ କରିଥାନ୍ତି । କିନ୍ତୁ ଜଣେ ସାଧାରଣ ମଣିଷ ପାଇଁ ଏହା ବ୍ୟୟସାପେକ୍ଷ । ଅନେକ ଯୁବତୀ ଅଛନ୍ତି ଯେଉଁମାନେ ନିଜ ନାକ ପାଇଁ ଦୁଃଖି ଥାନ୍ତି । ବଡ ନାକକୁ ଅପରେସନ୍ କରି ଛୋଟ ଏବଂ ଆକର୍ଷଣୀୟ କରିବାକୁ ଚାହାଁନ୍ତି । କିନ୍ତୁ ଅର୍ଥ ପାଇଁ ପଛଘୁଂଚା ଦେଇଥାନ୍ତି । ହେଲେ ଏବ ମନଦୁଃଖ କରନ୍ତୁ ନାହିଁ । କାରଣ ବିନା ଟଙ୍କାରେ ଘରୋଇ ଉପଚାର କରି ପାଇପାରିବେ ଛୋଟ ଏବଂ ଆକର୍ଷଣୀୟ ନାକ । ଏବେ ନଜର ପକାନ୍ତୁ କିପରି କରିବେ ।

• ଏକ ଚାମଚ ଟୁଥ୍ ପେଷ୍ଟ୍ ସହ ଏକ ଚାମଚ ଅଦା ପେଷ୍ଟ୍ ଏବଂ ଏକ ଚାମଚ ସେଓ ଭିନେଗାର୍ ମିଶାଇ ପେଷ୍ଟ ତିଆରି କରନ୍ତୁ ।

• ଅଳ୍ପ ପରିମାଣର ପେଷ୍ଟ ନେଇ ଏକ ବ୍ରଶ୍ ସାହାଯ୍ୟରେ ନାକରେ ଲଗାଇ ଅଧଘଂଟା ଯାଏଁ ଛାଡି ଦିଅନ୍ତୁ ।

• ଏହା ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ । ନହେଲେ ସେଓ ଭିନେଗାର୍ ଦ୍ୱାରା ଏହି ପେଷ୍ଟକୁ ସଫା କରିବା ପରେ ଥଣ୍ଡା ପାଣିରେ ଧୁଅନ୍ତୁ ।

• ଏହିପରି ନିୟମତି କରନ୍ତୁ । ମାତ୍ର ୧୦ ଦିନ ମଧ୍ୟରେ ଫରକ ଜାଣି ପାରିବେ ।

ତେବେ ଏହି ପେଷ୍ଟ ଲଗାଇଲେ ପ୍ରଥମେ ପ୍ରଥମେ ଟିକିଏ ପୋଡି ଥାଏ । କିନ୍ତୁ ଯଦି ଅଧିକ ପୋଡା ହୁଏ ତେବେ ସଙ୍ଗେ ସଙ୍ଗେ ଧୋଇ ଦିଅନ୍ତୁ । ଏବଂ ପେଷ୍ଟରେ ଅଦାର ପରିମାଣ ଟିକେ କମ୍ କରି ବ୍ୟବହାର କରନ୍ତୁ ।