ମତୁଆଲା ରେଭେନ୍ସା : ପୁରାତନ କ୍ୟାମ୍ପସରେ ପାଶ୍ଚାତ୍ୟ ପରମ୍ପରା

51

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରୋମାଂଟିକ୍ ରେଭେନ୍ସାର ଆଶୋଭନୀୟ ଚିତ୍ର । କ୍ୟାମ୍ପସରେ ଖାଲି ରୋମାନ୍ସ ଚାଲିନଥିଲା ବରଂ ବେଧଡକ ଚାଲିଥିଲା ନିଶା ସେବନ । ପାଠ ଆଢୁଆଳରେ ୟୁନିଭରସିଟି ପରିସରରେ ନିଇତି ଜମୁଥିଲା ମଦର ଆସର। କନକ ନ୍ୟୁଜ ହାତରେ ଲାଗିଛି ବିଶ୍ୱବିଦ୍ୟାଳୟର ଏଭଳି ଦୃଶ୍ୟ । ଦେଖନ୍ତୁ ଏହି ରିପୋର୍ଟ :