ରିଓ ଅଲମ୍ପିକ୍ସ : ବକ୍ସିଂରେ ୬୪ କି.ଗ୍ରା ବର୍ଗରେ ମନୋଜ କୁମାର ପରାସ୍ତ

26

କନକ ବ୍ୟୁରୋ : ରିଓ ଅଲମ୍ପିକ୍ସ। ବକ୍ସିଂରେ ଭାରତୀୟ ଖେଳାଳୀଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ। ୬୪ କି.ଗ୍ରା ବର୍ଗରେ ମନୋଜ କୁମାର ପରାସ୍ତ।