ପୁରୀରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ ! ରୂପକାର ସେବାୟତ କଲେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ

26

କନକ ବ୍ୟୁରୋ : ପୁରୀରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ବିଶେଷ କରି ନୃସିଂହଙ୍କ ଚିତ୍ର ଅଙ୍କାଯାଇ ନୃସିଂହ ବିରାଳ କାର୍ଯ୍ୟ ଚାଲିଛି । ସେହିପରି ୨୦ ଜଣ ରୂପକାର ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।