ଆଜି ପରୀକ୍ଷାମୁଳକ ଭାବେ ନୟାଗଡକୁ ଗଡିବ ଟ୍ରେନ ! ବୋଲଗଡରୁ ନୟାଗଡକୁ ଯିବ ରେଳ ଇଂଜିନ

26

କନକ ବ୍ୟୁରୋ : ଆଜି ପରୀକ୍ଷାମୁଳକ ଭାବେ ନୟାଗଡକୁ ଗଡିବ ଟ୍ରେନ । ଏ ନେଇ ପୁର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ନୟାଗଡକୁ ରେଳ ବିଭାଗ ପକ୍ଷରୁ ବୋଲଗଡରୁ ରେଳ ଇଂଜିନ ଯିବ । ଏହି ପରୀକ୍ଷା ସଫଳ ହେଲେ ନୟାଗଡ ଯାଏଁ ରେଳ ଚଳାଚଳ ସମ୍ଭବ ହୋଇପାରିବ ।