କେନ୍ଦ୍ରମନ୍ତ୍ରୀଙ୍କ ଥ୍ରୀଡି ମନ୍ତବ୍ୟର ଜବାବ ଦେଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ !

26

କନକ ବ୍ୟୁରୋ : ବିଜେପିର ଥ୍ରୀଡିର ଜବାବ ଥ୍ରୀଡିରେ ଦେଲା କଂଗ୍ରେସ । କେନ୍ଦ୍ରମନ୍ତ୍ରୀଙ୍କ ଥ୍ରୀଡି ମନ୍ତବ୍ୟର ଜବାବ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ୩ବର୍ଷ ତଳେ ଭେଙ୍କେୟା ନାଇଡୁ କହିଥିଲେ ଯେ, ବିଜେପିର ଥ୍ରୀଡି ହେଉଛି ଡିସିସିଭ୍, ଡାଇନାମିକ ଓ ଡେଭଲପମ୍ୟାଂଟ ।

ଏବେ ଖାଲି ଡେଭଲପମ୍ୟାଂଟ କଥା କହୁଛନ୍ତି ଆଉ ଦୁଇଟି ଡି ଗଲା କୁଆଡେ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ପ୍ରକୃତରେ ବିଜେପି ଡିପ୍, ଡମ୍ବ ଓ ଡିସିଭର ବୋଲି କଂଗ୍ରେସ କହିଛି ।