କିଡନୀ ରୋଗୀଙ୍କ ଧାରଣା : ମୁହଁରେ କଳା କପଡା ଗୁଡାଇ ଧାରଣାରେ ବସିଲେ; ସରକାରଙ୍କୁ କହିଲେ, ଔଷଧ ଦିଅ ନହେଲେ ମୃତ୍ୟୁ ଦିଅ

184

କନକ ବ୍ୟୁରୋ : ଧାରଣାରେ ବସିଲେ କିଡନୀ ରୋଗୀ । ମୁହଁରେ କଳା କପଡା ଗୁଡାଇ କିଡନୀ ରୋଗୀ ଧାରଣାରେ ବସିଛନ୍ତି । ବାରମ୍ବାର ସରକାରଙ୍କୁ ଗୁହାରି କରିବା ପରେ ଧାରଣାକୁ ଓହ୍ଲାଇଛନ୍ତି । ଦାବି କରିଛନ୍ତି ଔଷଧ ଦିଅ ନହେଲେ ମୃତ୍ୟୁ ଦିଅ । କିଛି ଦିନ ଆଗରୁ ନିଜ ସମସ୍ୟାକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପହଁଚି କରିଥିଲେ ଗୁହାରୀ । ଏବେ ମୁହଁରେ କଳା କପଡା ଗୁଡାଇ ଧାରଣାକୁ ଓହ୍ଲାଇଛନ୍ତି ।