ଅପରେସନ୍ ବ୍ଲାକସ୍ପଟ୍ : କନକ ନ୍ୟୁଜର ମହାଖୁଲାସା

21

କନକ ବ୍ୟୁରୋ : ଅପରେସନ୍ ବ୍ଲାକସ୍ପଟରେ ଧରାପଡିଲଲେ  ବିଧାୟିକା ସୀମାରାଣୀ ନାୟକ । ଶିଳ୍ପପାଇଁ ଟଙ୍କା ଦାବି କରିଥିବା ମାନିଲେ ବିଧାୟିକା। ବିଧାୟିକା କହିଲେ ମଜାମଜାରେ ମାଗିଥିଲି ୩୦ରୁ ୪୦ କୋଟି ଟଙ୍କା। କ୍ୟାମେରାରେ କଏଦ ହେଲା ଶିଳ୍ପପତିଙ୍କ ସହ ହୋଇଥିବା ଡିଲର ଦୃଶ୍ୟ। ପ୍ରଶାସନ ଠାରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ ବିଧାୟିକା। ଏନଓସିରେ ସହାୟତା ପାଇଁ ଟଙ୍କା ମାଗିଥିଲେ ବିଧାୟିକା।ନ୍ୟୁଜ ସହିତ ଦେଖିବା ଏହି ଭିଡିଓ :