ନୂଆପଡା : ଭୋଟବାକ୍ସରେ ନିଆଁ ଲଗାଇଲେ ଦୁର୍ବୃତ

34

କନକ ବ୍ୟୁରୋ : ନୂଆପଡା କୋମନା ବ୍ଲକ ଆଗ୍ରେନ ପଂଚାୟତ ରେଙ୍ଗ ଗାଁରେ ଅଘଟଣ । ୧୨ ନମ୍ବର ୱାର୍ଡ ବୁଥରେ ଭୋଟ ବାକ୍ସରେ ନିଆଁ ଲଗାଇ ଦେଲେ ଦୁର୍ବୃତ । ଘଟଣାସ୍ଥଳରେ ଏସପି ଓ ଜିଲ୍ଲାପାଳ ପହଂଚି ତଦନ୍ତ କରୁଛନ୍ତି ।